ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରିଦିନ ହେଲା BSNL ସେବା ଠପ

ବନ୍ଧୁଗାଁ ତା,୪/୫/୨୩ // ବର୍ତ୍ତମାନ ଦେଶରେ 5G ଚାଲୁଥିବା ବେଳେ କୋରାପୁଟ ଜିଲ୍ଲାର ଅଧିକାଂଶ ବ୍ଲକର କିଛି ପଞ୍ଚାୟତର ଗ୍ରାମ ମାନଙ୍କରେ ଆଜି ପର୍ଯ୍ୟନ୍ତ 3G ସେବା ମିଳିବାରେ ବଞ୍ଚିତ ହୋଇଛନ୍ତି I ଏଥିରୁ ବାଦ ପଢିନାହିଁ ବନ୍ଧୁଗାଁ ବ୍ଲକର ସାଠିଏ ଶତକଡା ଗ୍ରାମରେ 2G ସେବା ପାଇବାରେ ବଞ୍ଚିତ ହୋଇଛନ୍ତି I ଏଥିରେ ବନ୍ଧୁଗାଁରେ ଲାଗିଥିବା ସରକାରୀ BSNL ସେବା ଗତ ଚାରିଦିନ ହବ ଯୋଗାଯୋଗ ସେବା ଅଚଳ ହୋଇଥିବାରୁ ବ୍ଲକର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ବିନା ନେଟରେ ମନରେଗା ଯୋଜନାର କାମ କରିବାର ବାଧା ଉପୁଜୁଛି I ଯାହା କି ହିତାଦିକାରିଙ୍କ ଖାତାରେ ଡିମାଇଣ୍ଡ ମାରିବା ପାଇଁ ନେଟ ନଥିବାରୁ ତାହା ହୋଇ ପାରୁନାହିଁ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଶସ୍ୟ ବୀମା ଟଙ୍କା ତୁରନ୍ତ ପ୍ରଦାନ ଦାବୀରେ ଗୋଲାମୁଣ୍ଡା ତହସିଲ ଘେରାଉ

masiha

ଘୋଟିଆ ଛକ ନିକଟରେ ପିକଅପ ଧକ୍କା ରେ ବାଇକ ଆରୋହୀ ଗୁରୁତର 

Sunil Chandra Nayak

ଆଜି ଦିବସର ଅନୁଚିନ୍ତା : ୨୬ ଫେବୃଆରୀ: ଐତିହାସିକ ସ୍ମୃତି ଓ ଚିନ୍ତନର ଦିନ

Sunil Chandra Nayak

Leave a Comment

error: Content is protected !!