ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା କନକ ଦୁର୍ଗା ସେବକ ସଂଘ ତରଫରୁ ଜଳ ଛତ୍ର

କାମାକ୍ଷାନଗର (ମନିସ )4/5/23// ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ବସୋଈ ଗ୍ରାମରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଚନ୍ଦନ ଯାତ୍ରା ଉପଲକ୍ଷେ ମା କନକ ଦୁର୍ଗା ସେବକ ସଂଘ ତରଫରୁ ଜଳ ଛତ୍ର ର ଆୟୋଜନ କରlଯାଇଛି l ଚଳିତ ବର୍ଷ ଏହି ଜଳଛତ୍ର ରେ ବସୋଈ ଗୋଠ ସାହିର ଯୁବକ ଗୋଷ୍ଠୀ ଜିଲୁ,ଠେକୁଆ,ଲିପୁନ, ଟୁଲୁ, ସୂର୍ଯ୍ୟ, ବୁନା, ଲାଲୁ, ଚିକୁ, କାଳିଆ ଆରତ, ସୁନୀଲ ସରୋଜ, ପିଲୁ, ସିଲୁ, ମାମୁନା, ବିଷ୍ଣୁ, ଚନ୍ଦନ, ରାଜୁ ପ୍ରଭୃତି ସମାଜ ସଚେତକ ଯୁବକ ମାନେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରିଛନ୍ତି l ଓ ଗ୍ରାମରେ ଶୂନ୍ୟ ମନ୍ଦିର ଥିବାରୁ ସବୁ ବର୍ଷ ଅଲେଖ ମହିମା,ଓ ଢେଙ୍କାନାଳ ଯୋରନ୍ଦା ରୁ ବାବା ଆସି ବସୋଈ ଗ୍ରାମରେ ଥିବା ଶୂନ୍ୟ ମନ୍ଦିର ରେ ସବୁ ଦିନ ରହୁଛନ୍ତି ଓ ସେଇଠାରେ ଆଜି ଚତୁଃର୍ଦଶି ପୂଜା ମଧ୍ଯ ହୋଇଥାଏ l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଇନ୍ଦ୍ରାବତୀ ଖରିଫ ଜଳ ସେଚନ ବନ୍ଦ କରିବାର ନିଷ୍ପତ୍ତି…

masiha

ଆଇନଜୀବୀ ସଂଘ ପକ୍ଷରୁ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ପାଳିତ 

masiha

ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଜଙ୍ଗଲରୁ ଉଦ୍ଧାର, ହାତୀ ଆକ୍ରମଣ ସନ୍ଦେହ

Sunil Chandra Nayak

Leave a Comment

error: Content is protected !!