ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ଗସ୍ତରେ ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ଏଡିଏମ ମନୋଜ କୁମାର ପାଢ଼ୀ

ବାଣପୁର:- ଆଜି ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଏଡିଏମ ତଥା ବର୍ତ୍ତମାନର ସ୍କୁଲମାସ୍କ ଏଯୁକେଶନର ଆଡିସନାଲ୍ ସେକ୍ରେଟାରୀ ମନୋଜ କୁମାର ପାଢ଼ୀ ବାଣପୁର ଗସ୍ତକରି ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଗବତୀଙ୍କୁ ଦର୍ଶନ କରିଛନ୍ତି। ପୂର୍ବତନ ଏଡିଏମ ଶ୍ରୀ ପାଢ଼ୀ ଭଗବତୀ ଙ୍କ ମନ୍ଦିର ନିକଟରେ ପହଁଚିବା ପରେ ବାଣପୁର ବିଜ୍ଞାପିତ ଅଞ୍ଚଳର ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ମାଆ ଭଗବତୀ ମନ୍ଦିରର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳ ମୁକୁନ୍ଦ ଦାସ ଉପସ୍ଥିତ ରହି ତାଙ୍କୁ ପୁଷ୍ପଗଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣେଇ ଥିଲେ। ଶ୍ରୀ ପାଢ଼ୀ ମାଆ ଭଗବତୀଙ୍କ ମନ୍ଦିର ପରିଦର୍ଶନ କରିବା ସହିତ କିପରି ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟ ହୋଇ ପାରିବ ସେ ଉପରେ କିଛି ଆଲୋଚନା କରିଥିଲେ।।

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ : ବ୍ୟାପକ କ୍ଷୟକ୍ଷତି 

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ କାର୍ଗିଲ୍ ବିଜୟ ଦିବସ ପାଳିତ

Sunil Chandra Nayak

ନାରୀ ଶକ୍ତି ଜନକଲ୍ୟାଣ ସେବା ସମିତି ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!