ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ଓ.ବି.ସି. ବିଭାଗ ରାଷ୍ଟ୍ରୀୟ ଅଧିବେଶନ ଦିଲ୍ଲୀଠାରେ ହେବାକୁ ନେଇ ଭୁବନେଶ୍ୱର କଂଗ୍ରେସ ଭବନରେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର / ମୟୂରଭଞ୍ଜ :ଆସନ୍ତା ତା ୩0/0୫/୨0୨୩ ରିଖରେ ଭାରତୀୟ ଜାତୀୟ କଂଗ୍ରେସ ଓ.ବି. ସି. ବିଭାଗର ରାଷ୍ଟ୍ରୀୟ ଅଧିବେଶନ ଦିଲ୍ଲୀ ସ୍ଥିତ ତାଲକୋଟରା ଷ୍ଟାଡିୟମଠାରେ ଓ. ବି. ସି ବିଭାଗ ରାଷ୍ଟ୍ରୀୟ ଅଧକ୍ଷ କେପ୍ଟେନ ଅଜୟ ସିଂହ ଯାଦବ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବାକୁ ଯାଉଛି l ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆସନ୍ତା ତା ୨୨/0୫/୨0୨୩ ରିଖ ଭୁବନେଶ୍ୱରସ୍ଥିତ ପ୍ରଦେଶ କଂଗ୍ରେସ ଭବନ ଠାରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ, ଓ. ବି. ସି ବିଭାଗ ଏବଂ ରାଷ୍ଟ୍ରୀୟ ସଂଯୋଜକ ଏଲ. ଡି. ଏମ. ତଥା ବିହାର ପ୍ରଭାରୀ ଶ୍ରୀଯୁକ୍ତ ରାଜକିଶୋର ବାରିକଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଡାକରା ଦିଆଯାଇଛି l ଉକ୍ତ କାର୍ଯ୍ୟକ୍ରମକୁ ଓଡିଶାର ପ୍ରତ୍ୟେକ ଜିଲ୍ଲାର ବରିଷ୍ଠ ଓ. ବି. ସି ନେତା ଓ କର୍ମକର୍ତ୍ତା ଯୋଗଦାନ କରି ସଫଳ କରିବାକୁ ଶ୍ରୀଯୁକ୍ତ ବାରିକ ଆହ୍ୱାନ କରିଛନ୍ତି ବୋଲି ରାଜ୍ୟ ଓ. ବି ସି ବିଭାଗ ( ଏଲ. ଡି. ଏମ ) ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନଙ୍କ ଦ୍ୱାରା ପ୍ରକାଶ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସାମ୍ୱିଧାନିକ ପଦରେ ଥିବା ଦଳୀୟ ନେତାମାନେ ପଦର ମର୍ଯ୍ୟାଦା ରଖନ୍ତୁ: ବିଜେଡି

Sunil Chandra Nayak

ଲାଞ୍ଜିଗଡ ବ୍ଲକ ବିଜୁ ଜନତା ଦଳ ର ପ୍ରସ୍ତୁତି ବୈଠକ

Sunil Chandra Nayak

ପାଟଣାଗଡ଼ କଂଗ୍ରେସ ପ୍ରାର୍ଥୀ ଅନିଲ ମେହେର ଙ୍କ ନିର୍ବାଚନୀ ପ୍ରଚାର

masiha

Leave a Comment

error: Content is protected !!