ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଙ୍କ ଠାରୁ ଚିକିତ୍ସା ନିମନ୍ତେ ସୁଯୋଗ

ଗୋଳାମୁଣ୍ଡା/୧୧/୫/ନିର୍ଭୟ, ନିରପେକ୍ଷ ମସିହା/ ଦେହରେ ଅନେକେ ପ୍ରକାର ରୋଗ ମଧ୍ୟରୁ ଚର୍ମ ରୋଗ ଅନ୍ୟତମ ଓ ଏକ ଡିଆଁ ରୋଗ,ଘରର ଯେକୌଣସି ସଦସ୍ୟ ଙ୍କୁ ଏହା ଡେଇଁ ପାରେ   ତେବେ ଉଚିତ ଚିକିତ୍ସା ଓ ଔଷଧ ସେବନ କରାଯାଏ ନାହିଁ ତେବେ ପରିବାରଙ୍କ ଉପରେ ଚର୍ମ ରୋଗ ପ୍ରଭାବ ପଡ଼ି  ଥାଏ, ଓ ଏହା ଦ୍ବାରା ଶରୀର ଦୁର୍ବଳ ସହିତ ଅସୁନ୍ଦର ଦେଖା ଦେଇଥିବା ବେଳେ ଅନେକ ଔଷଧ ସେବନ କଲେ ମଧ୍ୟ ଉପଶମ ହୋଇ ନ ଥାଏ,lଏହି ଉପଲକ୍ଷେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟସ୍ଥ ତ୍ରିଶକ୍ତି ମେଡ଼ିକାଲ ଷ୍ଟୋର ଜରିଆ ଏକ ସୁନାମ୍ ଧନ୍ୟ ଡାକ୍ତର ଭୁବନେଶ୍ୱର ଏମ୍ସ,ରୁ ଆସୁଥିବା ଡା, ଜୀବନ ଜୋତି ମିଶ୍ର ଆସନ୍ତା କାଲି ତା୧୩/୫/୨୦୨୩,ଶନିବାର ଦିନ ଉପସ୍ଥିତ ରହି ଚର୍ମରୋଗୀଙ୍କ ଚିକିତ୍ସା ନିର୍ଣ୍ଣୟ କରିବା ପାଇଁ ତ୍ରିଶକ୍ତି ମେଡ଼ିକାଲ ଷ୍ଟୋର ମାଧ୍ୟମରୁ ଘୋଷଣା କରିଛନ୍ତି । ତେଣୁ ଯେଉଁ ବ୍ୟକ୍ତି,ନଖର ସମସ୍ୟା, ବାଳ ଝଡ଼ିବା,ବାଳରେ ରୂପୀହେବା, ଅଙ୍ଗିଆବାତ , ଯୌନରୋଗ, ସହବାସ ଓ ଲିଙ୍ଗର ସମସ୍ୟା, ବ୍ରଣର ସମସ୍ୟା ଇତ୍ୟାଦି ଚର୍ମ ରୋଗର ଚିକିତ୍ସା କରିବା ପାଇଁ ବିଶେଷଜ୍ଞ ଆସୁଛନ୍ତି, ତେଣୁ ଧର୍ମଗଡ଼ ଅଞ୍ଚଳରେ ଥିବା ଚର୍ମରୋଗୀ  ଏଭଳି ସୁଯୋଗ ହାତ ଛଡା ନ କରି ଆସୁ ଚିକିତ୍ସା ନେବା ପାଇଁ ତ୍ରିଶକ୍ତି ମେଡ଼ିକାଲ ଷ୍ଟୋର ଆପଣ ମାନଙ୍କୁ ନିବେଦନ କରିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଖାଟୁଶ୍ୟାମ ବାବା ଙ୍କ ଫାଲଗୁନ ମେଳା ଓ ନିଶାନ ପଦଯାତ୍ରା,

masiha

ରୋଟାରୀ କ୍ଲବ୍ ପକ୍ଷରୁ ଦନ୍ତ ଲିଲି ଇଣ୍ଟରନ୍ୟାସନାଲ ସ୍କୁଲରେ ଦନ୍ତ ପରୀକ୍ଷା ଶିବିର

masiha

ନୟାଗଡ଼ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସେମିନାର 

masiha

Leave a Comment

error: Content is protected !!