ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅମଠା ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ର ଙ୍କ କୃତିତ୍ବ 

ଉତ୍କେଲା,୦୯/୦୩,ନିପ୍ର,କେସିଙ୍ଗା ବ୍ଲକ୍ ଚାଞ୍ଚେର ଗ୍ରାମ ପଞ୍ଚାୟତ ଅମଠା ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ର ଧନସିଂ ନାଏକ 2021-22 ଶିକ୍ଷାବର୍ଷ ପାଇଁ ଦଶମ ଶ୍ରେଣୀ ଜାତୀୟ ମେଧାବୃତ୍ତି ପରୀକ୍ଷା ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ।,ସେ ଆଦିବାସୀ ଅଧ୍ୟୁସିତ କନ୍ଧାଖାଲ ଗ୍ରାମ ର ପିତା କୌଶଳ ନାଏକ ଓ ମାତା ସୁରେଖା ନାଏକ ଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି,ଏହି ଖବର ଜାଣିବା ପରେ ବିଦ୍ୟାଳୟ କମିଟି ର ସମ୍ପାଦକ କୃତିବାସ ନିହାଳ ସହ ଶିକ୍ଷକ ନରୋତ୍ତମ ବିଶି,ମନୋଜ ନାଏକ,ଗିରିଜା କୁମାର ବେହେରା, ସୁଧୀର ଗୌଡ,ଲିପିକା ସାହୁ, ଦୀପିକା ଗହିର,ଭିକ୍ଷାଧାତ୍ରି ଚନ୍ଦନ,ଚିରଞ୍ଜିବୀ ନାଗ ସହ ଗ୍ରାମ ବାସୀ ଶୁଭେଚ୍ଛା ଜଣାଇଥିଲ । ସେ ସମସ୍ତ ଶ୍ରେୟ ତାଙ୍କର ଅମଠା ବିଦ୍ୟାଲୟର ର ଶିକ୍ଷକ ମାନକ ଅବଦାନ ଥିବା ବିଷୟ ରେ କହିଥିଲେ।

            ଉତ୍କେଲା ରୁ ଅର୍ଜୁନ ପୋଢ ଙ୍କ ରିପୋର୍ଟ

Related posts

ବିଜୟ କୁମାର ଜେନା ଙ୍କ କବିତା ତ୍ରିରଙ୍ଗା

Sunil Chandra Nayak

ବ୍ଳକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

ଆଜି ଢେଙ୍କାନାଳରେ ଖୋଲିଲା ରୁଚି ର ୧୪ ତମ ଫୁଡ୍‌ ଆଉଟ୍ ଲେଟ୍ ଫ୍ରୋଜିଟ୍ 

Sunil Chandra Nayak

Leave a Comment

error: Content is protected !!