ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନ ବୋଝେଇ ଟ୍ର।କଟର ଗାଡି ଓଲଟିଲା ,ଚାଳକ ମୃତ୍ୟୁ

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଗୌଡ଼ ଛେଣ୍ଡିଆ ଗ୍ରାମ ପଞ୍ଚାୟତର କାନ୍ଦୁଲ ବନ୍ଦ ଗ୍ରାମର ରାଜେଶ୍ୱର ପଟ୍ଟଯୋଶୀ ଙ୍କ ନିଜ ଟ୍ରାକ୍ଟର ଗାଡ଼ିରେ ଚଳିତ ବର୍ଷର ନିଜ ଜମିର ରବିଧାନ ଚାଷ ଅମଳ କରୁଥିଲେ । ଧାନ ଅମଳ ପରେ ଟ୍ରାକ୍ଟର ଗାଡ଼ିରେ  ଘରକୁ ଅ।ଣୁ ଥିବା ସମୟରେ ଜମିରେ ହି ଗାଡିଟି ଭାରସ୍ୟ।ମ ହରାଇ ଓଲଟି ପଡିଥିଲା ।ଯାହା ଫଳରେ ଚାଳକ ଙ୍କ ଘଟଣା ସ୍ଥଳରେ ମୃତୁ ହୋଇଥିଲା ।ମୃତ୍ୟୁ ହୋଇଥିବା ଡ୍ରାଇଭର ହେଉଛନ୍ତି ଗୌଡ଼ ଛେଣ୍ଡିଆ ଗ୍ରାମର ମୁରଲୀ ଲହଜଳ ୨୨ ବୋଲି ଜଣା ପଡ଼ିଛି ।ଆଜି ସକାଳ ୧୦ ଘଣ୍ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।ଖବର ପାଇ ଚିଲିଗୁଡା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଥିଲେ ।ପରେ ଶବକୁ ଜୁନାଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠା ଯାଇ ଥିଲା ଏବଂ ଦୁର୍ଘଟଣା କିପରି ହେଲା ତାହାର ତଦନ୍ତ ଚାଲୁଥିବା ପୋଲିସ ସୂଚନା ଦେଇଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଉପମୁଖ୍ୟମନ୍ତ୍ରୀ ଙ୍କ ଅଙ୍ଗନୱାଡ଼ି କର୍ମୀ ଓ ସୁପରଭାଇଜରମାନଙ୍କ ସହ ଏକ ବିସ୍ତୃତ ସମୀକ୍ଷା ଓ ଆଲୋଚନା ସଭା

Sunil Chandra Nayak

ଉପାନ୍ତ ଏକୁଲ ସେକୁଲରେ ବିରାଶାଳ ସିଏଚସି ପକ୍ଷରୁ ସ୍ପେଶାଲ ହେଲଥ କ୍ୟାମ୍ପ

Sunil Chandra Nayak

ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ମୃତ ଶିକ୍ଷକଙ୍କ ପରିବାରକୁ ସମବେଦନା ଓ ସହାୟତା ପ୍ରଦାନ

masiha

Leave a Comment

error: Content is protected !!