ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓ ଇ ଏସ ପାଇଲେ ଚକୁଳି ଗ୍ରାମର ମଧୁସ୍ମିତା

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମହିଚଳ। ଗ୍ରାମପାୟତର ଚକୁଳି ଗ୍ରାମର ସ୍ବର୍ଗତ ଅନାମ ନ।ଏକ ଙ୍କ ଝିଅ ମଧୁସ୍ମିତା ନ।ଏକ ଓଡିଶା ଏଜୁକେଶନ ସର୍ଭିସରେ କୃତକାର୍ଯ୍ୟ ହୋଇଛନ୍ତି ।ସ୍ବର୍ଗତ ଅନାମ ନ।ଏକ ଜୟପାଟଣା ବ୍ଲକରେ ବି ଏସ ଏସ ଓ ଭାବରେ କାର୍ଯ୍ୟକରୁଥିଲେ ।ବାପାଙ୍କ ମୃତ୍ୟୁ ପରେ ଝିଅ ମଧୁସ୍ମିତା ବଡ଼ ବାପା ବସନ୍ତ ନ।ଏକ ଜଣେ ଆଦର୍ଶ ଶିକ୍ଷକ ଥିଲେ ।ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମଧୁସ୍ମିତା ଓ ଇ ଏ ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସେ ପ୍ରକାଶ କରିଛନ୍ତି ।ବର୍ତ୍ତମାନ ମଧୁସ୍ମିତା ନ।ଏକ କୋକସର। ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ସମ୍ବିଧାନ ଦିବସ ପାଳନ ପାଇଁ ଆଲୋଚନା ଚକ୍ର 

masiha

ବରଗଡ ଆଇଆଇଏଚଟି ଡିପ୍ଲୋମା ପାଠ୍ଯକ୍ରମ କୁ ସ୍ନାତକ କରିବା ସହ ବରଗଡ ବାଳିଜୋରି ବଜାରର ବିକାଶ କଥା ଲୋକସଭାରେ ଉଠାଇଲେ ବରଗଡ ସାଂସଦ 

masiha

ଘନ କୁହୁଡି ଯୋଗୁଁ ପନିପରିବା ଫସଲ ନଷ୍ଟ,ଚିନ୍ତାରେ ଚାଷୀ

masiha

Leave a Comment

error: Content is protected !!