ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛତିଶଗଡ଼ ଭାଜପା ସହ ପ୍ରଭାରୀଙ୍କ କର୍ଲାମୁଣ୍ଡା ଗସ୍ତ

ଛତିଶଗଡ଼ ଭାଜପା ସହ ପ୍ରଭାରୀଙ୍କ କର୍ଲାମୁଣ୍ଡା ଗସ୍ତ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡାର ବ୍ଲକ ସଦର ସ୍ଥିତ କର୍ଲାମୁଣ୍ଡା ପଞ୍ଚାୟତ ବସ୍ତି, ପୋୖରକେଲା, ରିଷିଡା, ଗଜବାହାଲ, ରାଜପୁରକୁ ଯାଇ କେନ୍ଦ୍ର ସରକାରଙ୍କ ଯୋଜନାରେ ଲାଭାଂଶ ଥିବା ହିତାଧିକାରୀଙ୍କୁ ସିଧାସଳଖ କିଶାନ ସମୃଦ୍ଧି ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ, ଉଜ୍ଜ୍ୱଳା ଯୋଜନା ରେ ଗ୍ୟାସ, ଆହୁରି ପାଞ୍ଚ ବର୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ, ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ବିଷୟରେ କହିଥିଲେ l ଘର ଘର ବୁଲି ପ୍ରତ୍ୟେକ ପରିବାରକୁ ମୋଦି ସରକାରଙ୍କ ଯୋଜନାର ଲିପ୍ଲେଟ ଦେଇ ଆଗାମୀ ନିର୍ବାଚନ ରେ ଡଵଳ ଇଞ୍ଜିନ ସରକାର କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଥିଲେ l ଆୟୋଜିତ ଜନସଂପର୍କ ପଦଯାତ୍ରାରେ ମଣ୍ଡଳ ସଭାପତି ସଞ୍ଜୟ ଜୈନ, ମିଡ଼ିଆ ସେଲ ବିଶିକେଶନ ସେଠୀ, ବୁଥ ସଭାପତି ବାହାନ ସାହୁ ଓ ଭୁବନ ଭୋଇ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନବୀନ ରଣା ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଦଲାଲ ସକ୍ରିୟ କର୍ମଚାରୀ ସାଲାସୁତୁରା

masiha

ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳ ପ୍ରାର୍ଥନା ସଭାରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ଛାତ୍ରୀ,ଛାତ୍ର ସମ୍ବର୍ଦ୍ଧିତ 

Sunil Chandra Nayak

ପୁରୀ ଗଜପତି ମହାରାଜାଙ୍କୁ ନିମନ୍ତ୍ରଣ ପତ୍ର ଦେଲେ କୋକସରା ବ୍ଲକ ସଂକୀର୍ତ୍ତନ କଳାକାର ସଙ୍ଘ 

masiha

Leave a Comment

error: Content is protected !!