ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘରପୋଡି କ୍ଷତିଗ୍ରସ୍ତଙ୍କୁ ସହାୟତା

ଢ଼େନାଙ୍କାନାଳ:(ମନିସ )17/8/23//ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଜିଲ୍ଲାର ସଦର ବ୍ଲକସ୍ଥିତ କାଇମାଟି, ଶବର ସାହିର ଛଅଟି ପରିବାରକୁ ତାଙ୍କର ଘର ପୋଡ଼ିଯାଇଥିବାରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ପ୍ରଦାନ କରାଯାଇଛି l ପ୍ରତ୍ୟେକ ପରିବାରକୁ ଦଶହଜାର ଟଙ୍କା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦିଆଯାଇଛି l

    ଯେଉଁ ଛଅଟି ପରିବାର ଏହି ଅଗ୍ନିକାଣ୍ଡ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କ ପରିବାର ତରଫରୁ ମମତା ସାହାଣୀ, ଟିକି ସାହାଣୀ, ମଞ୍ଜୁ ସାହାଣୀ, ନିହୋଲି ସାହାଣୀ, ରାଧା ସାହାଣୀ, କାମିନୀ ସାହାଣୀ ଆର୍ଥିକ ସହାୟତା ରାଶି ଗ୍ରହଣ କରିଥିଲେ

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୌଶିକ ବାବା +୩ ମହାବିଦ୍ୟାଳୟରେ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ

masiha

ଜିଲ୍ଲା ରେ 5T ସ୍କୁଲ୍ ର ରୂପାନ୍ତରି କରଣ ଉତ୍ସବ ସମ୍ପନ୍ନ

ରାଉରକେଲା ମହାନଗରରେ ଅନୁଷ୍ଠିତ ହେଲା ପଥ ଉତ୍ସବ

Sunil Chandra Nayak

Leave a Comment

error: Content is protected !!