ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଳଗଦା ପୋଡି ନଷ୍ଟ

ପାପଡାହାଣ୍ଡି,15/5, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ପଂଚାୟତ ଭାଟିକୋଟ ଠାରେ ସୋମବାର ନିଆଁ ଲାଗି ଅର୍ଜୁନ ଶାନ୍ତାଙ୍କ ପାଳ ଗଦା ପୋଡି ନଷ୍ଟ ହୋଇଯାଇଛି | ମଧ୍ୟାହ୍ନରେ ହଟାତ ପାଳ ଗଦାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା | ସ୍ଥାନୀୟ ବାସିନ୍ଦା ନିଆଁକୁ ଆୟତ କରିବାକୁ ଯାଇ ବିଫଳ ହେବା ପରେ ପାପଡାହାଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଦୀର୍ଘ 2 ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ ହୋଇଥିଲା | ତେବେ ନିଆଁ ଦାଉରୁ ନିକଟରେ ଥିବା ଘର ଗୁଡିକ ଅଳ୍ପକେ ଵର୍ତ୍ତି ଯାଇଛନ୍ତି | ପାଳ ଗଦା ନିକଟରେ ଥିବା ଅଳିଆ ରେ କେହି ନିଆଁ ଲଗାଇଥିଲେ, ଉକ୍ତ ନିଆଁ ହିଁ ପାଳ ଗଦା କୁ ଲାଗିଥିବା ସନ୍ଦେହ କରାଯାଉଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟପେପର ବଣ୍ଚନ

Sunil Chandra Nayak

ବିଜେଡି ସରକାରଙ୍କ ବିକାଶର ଗାଥା ଗାଉଛି ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ 

masiha

ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଦୋକାନର ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ 

Sunil Chandra Nayak

Leave a Comment

error: Content is protected !!