ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଳଗଦା ପୋଡି ନଷ୍ଟ

ପାପଡାହାଣ୍ଡି,15/5, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ପଂଚାୟତ ଭାଟିକୋଟ ଠାରେ ସୋମବାର ନିଆଁ ଲାଗି ଅର୍ଜୁନ ଶାନ୍ତାଙ୍କ ପାଳ ଗଦା ପୋଡି ନଷ୍ଟ ହୋଇଯାଇଛି | ମଧ୍ୟାହ୍ନରେ ହଟାତ ପାଳ ଗଦାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା | ସ୍ଥାନୀୟ ବାସିନ୍ଦା ନିଆଁକୁ ଆୟତ କରିବାକୁ ଯାଇ ବିଫଳ ହେବା ପରେ ପାପଡାହାଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଦୀର୍ଘ 2 ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ ହୋଇଥିଲା | ତେବେ ନିଆଁ ଦାଉରୁ ନିକଟରେ ଥିବା ଘର ଗୁଡିକ ଅଳ୍ପକେ ଵର୍ତ୍ତି ଯାଇଛନ୍ତି | ପାଳ ଗଦା ନିକଟରେ ଥିବା ଅଳିଆ ରେ କେହି ନିଆଁ ଲଗାଇଥିଲେ, ଉକ୍ତ ନିଆଁ ହିଁ ପାଳ ଗଦା କୁ ଲାଗିଥିବା ସନ୍ଦେହ କରାଯାଉଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରିଷିଡା ଗ୍ରାମ ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ଧର୍ମଗଡ: ନୂତନ ମଣ୍ଡି ବଡଘୁମେର ରୁ ଉଠିଲା ଧାନ

masiha

ଜିଲ୍ଲାପାଳ ଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟ ରେ ସମୀକ୍ଷା,ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଓ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପରିଦର୍ଶନ ତଥା ସ୍ଥିତି ଯାଞ୍ଚ

Sunil Chandra Nayak

Leave a Comment

error: Content is protected !!