ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବ୍ଲକରେ ସର୍ବାଧିକ ମାର୍କ ରଖି ଡାବୁଗାଁ ପାଇଁ ଗୌରବ ଆଣିଲେ ମୋନାଲିସା

ଡାବୁଗାଁ, ୧୯/୫ (ମ.ନି.ସ.)-୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବ୍ଲକରେ ସର୍ବାଧିକ ମାର୍କ ରଖି ଡାବୁଗାଁ ପାଇଁ ଗୌରବ ଆଣିଲେ ମୋନାଲିସା | ମୋନାଲିସା ମାଝି ଶିକ୍ଷକ ଜିତେନ୍ଦ୍ର କୁମାର ମାଝୀ ଝିଅ । ଚଳିତ ବର୍ଷ ଦଶମ ବାର୍ଷିକ ବୋର୍ଡ ପରୀକ୍ଷାରେ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରି ସର୍ବାଧିକ ୫୪୦/୬୦୦ ନମ୍ବର ମାର୍କ ରଖିଛନ୍ତି । ଏଥି ସହିତ ମୋନାଲିସା ମଧ୍ୟ ଦଶମ ବୋର୍ଡ ପରୀକ୍ଷାରେ ଡାବୁଗାଁ ବ୍ଲକ ରେ ସର୍ବାଧିକ ମାର୍କ ରଖିଛନ୍ତି । ଏଣୁ ବିଭିନ୍ନ ଆଡୁ ଶୁଭେଚ୍ଛା ମିଳିଛି | ଏଥିରେ ମୋନାଲିସ ଭବିଷ୍ୟତରେ ଜଣେ ଆଦର୍ଶ ଶିକ୍ଷୟତ୍ରୀ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି | ଏଥିରେ ସେ ନିଜର ମାତା ପିତା, ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ,ରାଇରଙ୍ଗପୁର ତରଫରୁ ବିଭିନ୍ନ ଦାବି ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ ! ସପ୍ତାହ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ସଂଘ

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ତ୍ରିରଙ୍ଗା ଯାତ୍ରା

masiha

ଶିଶୁଙ୍କ ପାଇଁ ଦିନଟିଏ , ବାଲ୍ୟ ବିବାହ ନିରୋଧ ଓ ବେଟି ବଚାଓ ବେଟି ପଢ଼ାଓ ର ଟାସ୍କ ଫୋର୍ସ ବୈଠକ

masiha

Leave a Comment

error: Content is protected !!