ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ, ବଡଓଲମାର ସଫଳତା ଶତପ୍ରତିଶତ ପାସ୍

ନବରଙ୍ଗପୁର, ୧୮/୫ – (ମସିହା)ଗୁରୁବାର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା-୨୦୨୩ ର ପରୀକ୍ଷା ଫଳ ପ୍ରକାଶ ପାଇଛି | ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବଡଓଲମା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ୧୧୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଥିବା ବେଳେ ଏ- ୨-୨୭ଜଣ,ବି~୧-୭୧ଜଣ,ବି-୨-୧୬ ଜଣ, ସି-୧ଜଣ,ଡି-୨ଜଣ, ଏଫ-୧ଜଣ ପାସ କରିଛନ୍ତି l ଏଥିରେ ବିଦ୍ୟାଳୟରେ ଉଲ୍ଲାସୀ ଭତ୍ରା(୧ମ)୫୨୦,ବାସନ୍ତି ଭତ୍ରା (୨ୟ)୫୧୦, ରଘୁନାଥ ଭତ୍ରା ଓ କମଳୁ ଭତ୍ରା(୩ୟ)୫୦୮ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି l ଉକ୍ତ ବିଦ୍ୟାଳୟର ତତ୍ କାଳୀନ ଆଦର୍ଶ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବେହେରା ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପାସ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି lଏଥିସହ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର ଦୁଇ ବିଦ୍ୟାଳୟର ଶତପ୍ରତିଶତ ସଫଳତା ପାଇଁ ସମସ୍ତ ଛାତ୍ର,ଛାତ୍ରୀ ଓ ଶିକ୍ଷକ/ ଶିକ୍ଷୟତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସହକାରୀ ଯନ୍ତ୍ରୀଙ୍କ ମାତୃ ବିୟୋଗ

Sunil Chandra Nayak

ସହିଦ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳିତ 

Sunil Chandra Nayak

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ପାଳନ 

Sunil Chandra Nayak

Leave a Comment

error: Content is protected !!