ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଚିକା ଓ ସହାୟିକା ମହାସଗଂ ର ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ଗୁଡାରି /ରାୟଗଡା :- ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଗଂ med Day Meal Workers(AICCTU ) ତରଫରୁ ଗୁଡାରୀ ନିକଟ ନୁଆଁ ବସଷ୍ଟାଣ୍ଡ ଠାରେ ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। 

             ଉକ୍ତ ସଭାରେ ପାଚିକା ସଂଗ ର ଉପଦେଷ୍ଟା ତ୍ରିପତି ଗମାଙ୍ଗ – ବୃନ୍ଦାବନ ବିଡିକା – ଗୁଡାରୀ ବ୍ଲକ ସଭାପତି ମୁକ୍ତାଶବର ଅନlନ୍ୟ 100 ରୁ ଉର୍ଦ୍ଧ୍ବ ପାଚିକା ମାନେ ଯୋଗଦେଇଥିଲେ। ଉକ୍ତ ସମ୍ମିଳନୀ ରେ 23 ଜଣକୁ ନେଇ କମିଟି ଗଠନ କରାଗଲା। ସଭାପତି ଭାବେ ମୁକ୍ତl ଶବର କୁଂ ସର୍ବ ସମ୍ମତି କ୍ରମେ ଗ୍ରହଣ କରାଗଲା। 

       2023 ମେ ମାସ 29 05 2023 ତାରିଖ ରେ ଦାକ୍ଷିଣ ଓଡିଶା ପାଚିକା ଓ ସହାୟକ ସଂଗ Med Day MEAL WORKERS ( AICCTU) ତରଫରୁ ପାଚିକା ଓ ସହାୟିକା ମାନକଂ ବିଭିନ୍ନ ସମସ୍ୟା କୁ ନେଇ ଗୁଣପୁର ଠାରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପାଚିକା ଓ ସହାୟକ ମାନଙ୍କୁ ସ୍ଥାୟୀ କରାଯାଉ lମଧ୍ୟାହ୍ନ ଭୋଜନ କୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ବଳି ଘରୋଇ ସଂସ୍ଥା କୁ ଦେବା ବଦଂ କରାଯାଉ। ଶ୍ରମିକ କର୍ମଚାରୀ ବିରୋଧୀ ଶ୍ରମ କୋଡ଼ କୁ ବାତିଲ କରାଯାଉ। ସମସ୍ତ ପାଚିକା ଓ ସହାୟିକା ମାନଙ୍କୁ ସାମାଜିକ ନିରାପତ୍ତା ଓ ବୀମାଭୁକ୍ତ କରାଯାଉ। ପାଚିକା ଓ ସହାୟକ ମାନଙ୍କୁ ମାସିକ 26 ହଜାର ଟଙ୍କା ପ୍ରଦାନ କରାଯାଉ। 

ପାଚିକା ଓ ସହାୟକ ମାନଙ୍କୁ ପେନସନ ଯୋଜନା ଲାଗୁ କରାଯାଉ।  ପାଚିକା ଓ ସହାୟକ ମାନଙ୍କୁ ବର୍ଷ କୁ ଦୁଇ ଗୋଟି ସୁତା ଲୁଗା ଯୋଗାଇ ଦିଆଯାଉ ପାଚିକା ମାନକୁଂ ଛୁଟି ନେବାର ବ୍ୟବସ୍ଥା କରାଯାଉ। ଅବସର କାଳୀନ ବାଦ ପଡିଥିବା ପାଚିକା ମାନକୁଂ ଭତ୍ତା ପ୍ରଦାନ କରାଯାଉ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବଜେଟ ରେ ଛାତ୍ରଛାତ୍ରୀ ମାନଙ୍କ ଖାଇବା ଖର୍ଚ ବୃଦ୍ଧି ପାଇ ବ୍ୟବସ୍ଥା କରାଯାଉ। ନୁତନ ଶିକ୍ଷା ନୀତି 2020 କୁ ବାତିଲ୍ କରାଯାଉ। ନୁତନ ଭାବେ ନିଯୁକ୍ତି ପାଉଥିବା ପାତିକା କୁଂ ନିଯୁକ୍ତି ଦିନ ଠାରୁ ପାରିଶ୍ରମିକ ପ୍ରଦାନ କରାଯାଉ। 2009 ଡିସେମ୍ବର ରୁ 2012 ମାର୍ଚ ପର୍ଯ୍ୟନ୍ତ କାମ କରୁଥିବା ସମସ୍ତ ପାଚିକା ଓ ସହାୟିକା କଂ ନିର୍ଭୁଲ ତାଲିକା ପ୍ରସ୍ତୁତ କରି ମୃତ୍ୟୁ କଂ ଉତ୍ତରାଧିକାରୀ କୁଂ 28 ମାସର ବକେୟା ଟକାଂ ପ୍ରଦାନ କରାଯାଉ। ଅମୁକ୍ତl ଶବର (ସଭାପତି ) ଲଳିତା ଶବରଜମୁନା,ଉଇକାସେବତୀ ଶବର,ଉର୍ମିଲା ଶବର, ମିନା ଦାସ, ଶାନ୍ତି ଶବର (ସମ୍ପାଦକ),ସବିତା ଶବର, ଶୈଲେନ୍ଦ୍ରା ଶବର ଓ  ତ୍ରିପତି ଗମାଙ୍ (ଉପଦେଷ୍ଟା) ଦକ୍ଷିଣ ଓଡିଶା ପାଚିକା ଓ ସହାୟକ ମହାସଗଂ (AICCTU) ଏହି କାର୍ଯ୍ୟକ୍ରମ ରେ ଅନେକ ବୁଦ୍ଧିଜୀବୀ, ସ୍ଥାନୀୟ ଲୋକ ପ୍ରଥୀନିଧି ଉପସ୍ଥିତ ଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲୁହାଶିଳା ଆର.କେ. କଲେଜରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ/ପ୍ରତିଯୋଗିତାର ଉଦଯାପନୀ ଉତ୍ସବ

masiha

ଆମ୍ବେଦକରଙ୍କ ୧୩୩ ତମ ଜୟନ୍ତୀ ପାଳିତ

masiha

ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!