ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ଟି ସଚିବଙ୍କ ବୃନ୍ଦାବାହାଲ ଗସ୍ତ – ଅଭିଯୋଗ ଶୁଣିଲେ , ଖୁବଶୀଘ୍ର କାମ ହେବ ବୋଲି ପ୍ରତିଶ୍ରୁତି ଦେଲେ

ଗୋଲାମୁଣ୍ଡା ତା ୨୧/୫ ,ନିର୍ଭୟ, ନିରପେକ୍ଷ ମସିହା, //ତିନିଦିନିଆ କଳାହାଣ୍ଡି ଗସ୍ତ ରେ ଆସିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ଆଜି ହେଉଛି ତୃତୀୟ ଦିନ , ଏହି ଅବସରରେ ସକାଳ ୦୬:୪୦ସମୟରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମ ସ୍ଥିତ ହାଇସ୍କୁଲ ଖେଳ ପଡିଆ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ରାଜ୍ୟ ସରକାରଙ୍କ ଜନାହିତକର ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ ଓ ମହିଳା ମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଠିକ ଭାବରେ ପହଞ୍ଚୁଛି ନା ନାହିଁ ସେ ବିଷୟରେ ପଚାରିବୁଝିଥିଲେ । ଏହି ପରିପ୍ରେକ୍ଷୀରେ ଅନେକ ଲୋକ ନିଜ ନିଜ ସମସ୍ୟା ଓ ଅଞ୍ଚଳର ସମସ୍ୟା ନେଇ ଲିଖିତ ଅଭିଯୋଗ ମାଧ୍ୟମରେ ୫ଟି ସଚିବଙ୍କୁ ଜଣାଇଥିଲେ। ଲିଖିତ ଅଭିଯୋଗ ଗୁଡିକୁ ଗ୍ରହଣ କରି ଖୁବଶୀଘ୍ର ଏହି ସବୁ ସମସ୍ୟା ଗୁଡିକର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ବୃନ୍ଦାବାହାଲ ଠାରେ ନିର୍ମାଣ ଧିନ ୧୩୨/୩୩କେଭି ପାୱାର ଗ୍ରୀଡ଼ର ସମୀକ୍ଷା କରିଥିଲେ ଓ ପାୱାର ଗ୍ରୀଡ଼ ର ବରିଷ୍ଠ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ପି.ଅନେଶ୍ବା ରେଡ୍ଡୀ,ଉପଜିଲ୍ଲାପାଳ ଧର୍ମଗଡ଼,ବେଦ ଭୂଷଣ, ଏସ୍ଡିପିଓ ଧର୍ମଗଡ଼, ଗୋଳାମୁଣ୍ଡା ପୋଲିସ ରମଣି ରଂଜନ ଦଳାଇ ପ୍ରଶାସନଙ୍କ ସମେତ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ

Sunil Chandra Nayak

ନଗର ଚିକିତ୍ସାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଜିଲା ସ୍ତରୀୟ ବିଜ୍ଞାନ ମେଳରେ ଛାତ୍ରଙ୍କ କୃତିତ୍ଵ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort