ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଉଦୟମାନ ଗାୟକ ଶ୍ରୀମାନ ଶିଶିର କୁମାର ଦାଶଙ୍କ ନୂତନ ଗୀତ

ଭୁବନେଶ୍ୱର (୨୩/୦୫) : ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ର ଉଦୟମାନ ଗାୟକ ଶ୍ରୀମାନ ଶିଶିର କୁମାର ଦାଶ ପ୍ରଥମ ଥର ପାଇଁ “ମା ଦୁର୍ଗା ରଜତ ଜ୍ୟୋତି ପ୍ରଡୁକ୍ସନ ” ଦ୍ୱାରା ନିର୍ମିତ ନୂତନ ଓଡ଼ିଆ ସିନେମା ” ଅଧୁରା ପ୍ରେମ କାହାଣୀ ” ରେ ନିଜର କଣ୍ଠ ଦାନ କରିଛନ୍ତି l ସେ ଫିଲ୍ମ ର ଟାଇଟେଲ ଗୀତର ଦୁଃଖ ଭାଗଟିକୁ ଗାଇଛନ୍ତି l ଫିଲ୍ମ ର ପ୍ରଯୋଜକ ଶ୍ରୀମାନ ରଜତ ମହାପାତ୍ର ଏବଂ ଶ୍ରୀମାନ ଜ୍ୟୋତି କିଶୋର ଦାଶ ତାଙ୍କ ଉପରେ ଯୋଉ ବିଶ୍ୱାସ ଦେଖାଇଛନ୍ତି, ସେ ମଧ୍ୟ ପ୍ରଯୋଜକଙ୍କ ବିଶ୍ୱାସକୁ ସମ୍ପୂର୍ଣ୍ଣ ଭାବରେ ବଜାଇ ରଖିଛନ୍ତି l ସେ ଗୀତଟିକୁ ଏମିତି ଭାବରେ ଗାଇଛନ୍ତି, ଯେତେ ଶୁଣିଲେ ଵି ବାରମ୍ବାର ଶୁଣିବାକୁ ଇଚ୍ଛା ହେବ l ଗୀତଟି ରିଲିଜ ହେବା ପରେ ସମଗ୍ର ଓଡିଶା ବାସୀଙ୍କ ମନକୁ ଏବଂ ହୃଦୟ କୁ ନିଶ୍ଚିତ ଭାବରେ ଆକର୍ଷଣ କରିବ ବୋଲି ଆମର ବିଶ୍ୱାସ l

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବ-୨୦୨୫ ଉଦ୍‌ଯାପିତ ଓ ବିଶ୍ୱନାଟ୍ୟ ଦିବସ ପାଳିତ 

masiha

ଜୀ-ସାର୍ଥକ ର ନୂଆ ଓଡିଆ ଫିଲ୍ମ ‘ବନ୍ଦିନୀ’ର ଅଡିଓ ଲୋକାର୍ପିତ

Sunil Chandra Nayak

ଓଡ଼ିଆ ସିନେମା ଜଗତରେ ନୂଆ ଅଧ୍ୟାୟ: ମୁକ୍ତିଲାଭ କଲା ଓଡ଼ିଶାର ପ୍ରଥମ AI କ୍ଷୁଦ୍ର ଚଳଚ୍ଚିତ୍ର “ନିଃସର୍ତ୍ତ”

Sunil Chandra Nayak

Leave a Comment

error: Content is protected !!