ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ଗ୍ରାମପଞ୍ଚାୟତ ସୁବିଧା କେନ୍ଦ୍ର ଓ ତଲଝାପି ନୂତନ ଗ୍ରାମପଞ୍ଚାୟତ କାର୍ଯ୍ଯାଳୟ ଉଦଘାଟନ 

ଥୁଆମୂଳ ରାମପୁର:୨୩/୦୫ – ଆଜି ଯଥା ତା ୨୩/୦୫/୨୦୨୩ ରିଖ ଦିନ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧିନରେ ଥିବା ଥୁଆମୂଳ ଗ୍ରାମପାୟତ ସ୍ଥିତ ସୁବିଧା କେନ୍ଦ୍ରକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ ଉଦଘାଟନ କରିଥିଲେ, ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦୟାନିଧି ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭକାନ୍ତ ନାଏକ, ସ୍ଥାନୀୟ ସରପଞ୍ଚ ଶ୍ରୀ ବଳଭଦ୍ର ଜାନୀ, ଜେଇ ଏସ୍ ଏନ ପାତ୍ର, ଜିଲ୍ଲା ପରିଷଦ ସଭ୍ଯା ଶ୍ରୀମତୀ ଟୁନିଖୋସ୍ଲା, ଥୁଆମୂଳ ଗ୍ରାମପାୟତ ସମିତି ସଭ୍ଯା ରାନୀ ନାଏକ, ନାଏବ ସରପଞ୍ଚ ସୁକଲ ଦେଇ ଜାନୀ, ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ ସୋମଦତ୍ତ ପଣ୍ଡା, ଗ୍ରାମ ରୋଜଗାର ସେବକ ଶ୍ରୀ ବ୍ରହ୍ମା ଦୁରୀଆ ପ୍ରମୁଖ ଯୋଗଦେଇଥିବା ବେଳେ ଅନ୍ଯାନ୍ଯ ଭଦ୍ରବ୍ୟକ୍ତି ଉପସ୍ଥିତ ରହିଥିଲେ। ସେହିପରି ତଲଝାପି ନୂତନ ଗ୍ରାମପାୟତର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅକ୍ଷୟ ଶ୍ରୀ ଦୟାନିଧି ମାଝୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭକାନ୍ତ ନାଏକ, ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ମାଝୀ, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ପ୍ରଧାନୀ, ବରିଷ୍ଠ ସମାଜ ସେବୀ ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, ବିଜେଡି ବ୍ଳକ ସଭାପତି ଶ୍ରୀ କପିଳାସ ନାଏକ, ହରେକୃଷ୍ଣ ପଣ୍ତା, ଜେଇ ଶ୍ରୀ ପ୍ରତାପ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ଯା ଶ୍ରୀମତୀ ପ୍ରମିଳା ମାଝୀ, ସମିତି ସଭ୍ଯା ଶାନ୍ତି ମାଝୀ,ସରପଞ୍ଚ ଶ୍ରୀ ଶୋଭାସିଂ ମାଝୀ, ନାଏବ ସରପଞ୍ଚ ଜୟନ୍ତୀ ନାଏକ, ଗ୍ରାମପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ ଶ୍ରୀ ଟଙ୍କଧର ସାହୁ,ଗ୍ରାମରୋଜଗାର ସେବକ ଶ୍ରୀ ସୁରେନ୍ଦ୍ର କୁମାର ସେଠୀ, ଥୁଆମୂଳ ରାମପୁର ଗ୍ରାମପାୟତ ସମିତି ସଭ୍ଯା ଶ୍ରୀମତୀ ପୁଷ୍ପାଞ୍ଜଳି ନାଏକ ପ୍ରମୁଖ ଯୋଗଦାନ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସାନ୍ତାଳୀ ଙ୍କର ନିଆରା ପର୍ବ ମାରାମବୁରୁ ବନ ଭୋଜନି ପାଳିତ

Sunil Chandra Nayak

Niyamagiri Dongoria Kandha women tie rakhi to CM and seek development intervention

Sunil Chandra Nayak

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!