ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଖଇରମାଲ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ପଲନା:୨୪/୦୫ – (ମନିସ):- ଭବାନୀପାଟଣା ସଦର ବ୍ଳକ ଅନ୍ତର୍ଗତ ପଲନା ଗ୍ରାମପଞ୍ଚାୟତ ନିକଟ ଖଇମାଲ ଗ୍ରାମର ଗତ ତା ୨୨/୦୫/୨୦୨୩ ରିଖ ସକାଳ ୭ ଘଣ୍ଟା ସମୟରୁ ଆରମ୍ଭ ହୋଇ ତା ୨୪/୦୫/୨୦୨୩ ରିଖ ୭ ଘଣ୍ଟା ସମୟରେ ଷୋହଳ ପ୍ରହରୀ ନାମଯଜ୍ଞ ଶେଷ ହୋଇଯାଇଛି। ଏଥିରେ ବିଭିନ୍ନ ସ୍ଥାନରୁ ସଂକିତ୍ତନ ଦଳ ଅଂଶଗ୍ରହଣ କରିଥିବା ବେଳେ ଶହ ଶହ ଲୋକଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା। କର୍ତ୍ତା ଭାବରେ ଉଗ୍ରସେନ ରଣା ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସୌରେନ୍ଦ୍ରି ରଣା କାର୍ଯ୍ଯ ତୁଳାଇ ଥିଵା ବେଳେ ଶ୍ରୀ କ୍ଷମାନିଧି ତ୍ରିପାଠୀ ପୂଜକ ଭାବରେ ପୂଜାର୍ଚ୍ଚନା କାର୍ଯ୍ଯ କରିଥିଲେ। ଆଖପାଖ ଗ୍ରାମର ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା।

ପଲନାରୁ ଡମ୍ବରୁ ଧର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଜାମଝରଣ ଗ୍ରାମରେ ତୃତୀୟ ତମ ପବିତ୍ର ୧୬ପ୍ରହର ନାମଯଜ୍ଞ

Sunil Chandra Nayak

ମା ବୀଣା ପାଣିଙ୍କ ପୂଜା ଅନୁଷ୍ଠିତ

masiha

କୁମ୍ଭାରିଠାରେ ମହାଭାରତ ପାରାୟଣର ଶୁଭ ଖମ୍ବ ସ୍ଥାପନ

Sunil Chandra Nayak

Leave a Comment

error: Content is protected !!