ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା ର ପାଞ୍ଚ ଗୋଟି ପଂଚାୟତ ସମିତି ନିର୍ବାଚନ ଅନୁଷ୍ଠିତ, ଦୁଇ ଗୋଟି ବ୍ଲକରେ ବିଜେଡି ସମର୍ଥିତ, ୩ ଗୋଟି ବ୍ଲକ ରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବିଜୟୀ

ନୁଆପଡା ଜିଲ୍ଲା ର ପାଞ୍ଚ ଗୋଟି ପଂଚାୟତ ସମିତି ନିର୍ବାଚନ ଅନୁଷ୍ଠିତ, ଦୁଇ ଗୋଟି ବ୍ଲକରେ ବିଜେଡି ସମର୍ଥିତ, ୩ ଗୋଟି ବ୍ଲକ ରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ପାଞ୍ଚ ଗୋଟି ବ୍ଲକ ମଧ୍ୟରୁ ତିନି ଗୋଟି ବ୍ଲକ ବୋଡେ଼ନ, ସିନପାଳି ଏବଂ ନୂଆପଡା ବ୍ଲକ ଅଧକ୍ଷ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ ହୋଇଥିବା ବେଳେ ଦୁଇ ଗୋଟି ଖଡ଼ିଆଳ କୋମନା ବ୍ଲକ ରେ ନିର୍ବାଚନ ଅନୁଷ୍ଠତି ହୋଇଥିଲା। ବୋଡେ଼ନ ବ୍ଲକ ରେ ପ୍ରେମଶିଳା ନାଗ, ସିନାପାଲି ରେ ମାଧୁରୀ ମାଝୀ, ନୂଆପଡା ରେ ତାରେଶ୍ଵରୀ ସାହୁ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ ହୋଇଛନ୍ତି। ଖଡ଼ିଆଳ ବ୍ଲକ ରେ ପୁଷ୍ପାଞ୍ଜଳି ନନ୍ଦ ଏବଂ କୋମନା ବ୍ଲକ ରେ ଅନୁସୟା କୁମ୍ଭାର ନିର୍ବାଚନରେ ବିଜୟୀ ହୋଇଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜୁଲାଇ ୮ରେ ମୁକ୍ତିଲାଭ କରିବ “ମାୟାଦର୍ପଣ”

Sunil Chandra Nayak

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି ଜୋର ଧରିଲା 

Sunil Chandra Nayak

ପଣ୍ଡିତ ନୀଳକଣ୍ଠ ଦାସ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!