ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶେଷ ହେଲା ଗୋଳାମୁଣ୍ଡାପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ

ଗୋଳାମୁଣ୍ଡା-ତା୧୨/୦୩ (ମସିହା) ସରିଲା ପଂଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ।କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ବ୍ଲକରେ ଆଜି ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଦୁଇଜଣ ଆଶାୟୀ ପ୍ରାଥୀ ପ୍ରତିଦ୍ବନ୍ଦିତା କରି ଥିବା ବେଳେ ୧୪ଗୋଟି ଭୋଟରେ ବିନ୍ଦୁ ମହାନନ୍ଦ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲଏବଂ ଦୁର୍ଗେ ସାହୁ ଦଶପୁର ସମିତି ସଭ୍ୟ ଓ ତାଙ୍କର ସମର୍ଥନକାରୀ ସମିତି ସଭ୍ୟ ସହଯୋଗ କରିଥିଲେ,ତେଣୁ ସର୍ବ ପ୍ରଥମେ ଦଶପୁର ରେ ବିଜୟଉତ୍ସବ ପାଳନ କରାଯାଇ ଥିବା ବେଳେ ଅପରପକ୍ଷରେ ଦୈତାରି ରାଉତ ୧୩ଗୋଟି ଭୋଟ ପାଇଁ ପରାସ୍ତବରଣ କରି ଥିବା ବେଳେ ଗୋଟିଏ ଭୋଟ ନାକଜ ହୋଇ ଥିବା ଜଣାପଡିଛି, ଗୋଳାମୁଣ୍ଡା ବ୍ଲକରେ ୨୮ଗୋଟି ପଞ୍ଚାୟତ ଥିବା ବେଳେ ଆଜି ବହୁ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟିଛି, ଶ୍ରୀ ବିନ୍ଦୁମହାନନ୍ଦ ଗୋଳାମୁଣ୍ଡା ବ୍ଲକ ଡମ୍ବ ସମାଜ ବିକାଶ ପରିଷଦର ସାଧାରଣ ସମ୍ପାଦକ, ଦୁର୍ନୀତି ବିରୋଧ ର ସଭାପତି, ଅଳ ଓଡ଼ିଶା ସିଡୁଲକାଷ୍ଟ ଉପ ସଭାପତି, ଭାବେ ଡମ୍ବ ସମାଜର ଅନେକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ସମାଜର କଲ୍ୟାଣ ନିମନ୍ତେ ସଫଳ ରୂପାୟନ ହୋଇଥିବାରୁ ତାଙ୍କର ଅବଦାନ ଉଲ୍ଲେଖ   ହେତୁ ଅଞ୍ଚଳର ଅଧିକାଂଶ ସମିତି ସଭ୍ୟ ତାଙ୍କୁ ସମର୍ଥନ କରିଛନ୍ତି, ଏବଂ ଅଂଚଳର ବୁଦ୍ଧି ଯିବି ମହଲରେ ଓ ସାଧାରଣ ଜନତା ଭୁରିଭୁରି ପ୍ରଶଂସା କରିବା ସହ ଆନନ୍ଦଉଲାସ ଅନୁଭବକରିଛନ୍ତି, ଆଗାମି ଦିନରେ ଗୋଳାମୁଣ୍ଡା ବ୍ଲକରେ କୌଣସି ଦୁର୍ନୀତି ନ ହେବା ପାଇଁ ପଦକ୍ଷେପ ନେବା ସମ୍ପର୍କରେ ପ୍ରକାଶ କରିଥିଲେ, ଏହି ଉପ ଲକ୍ଷେଗୋଳାମୁଣ୍ଡା ବ୍ଲକର ଅଧିକାଂଶ ଲୋକ ମାନେ ଧନ୍ୟବାଦ ଅର୍ପଣ ଜଣାଇଛନ୍ତି,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ପ୍ରତିନିଧି,

Related posts

ତଦନ୍ତକାରୀ ଅଧିକାରୀ ଙ୍କୁ ଅଟକ ରଖିଲେ ଗାଁ ଲୋକେ

Sunil Chandra Nayak

ଜୁନାଗଡ଼ ବ୍ଲକ ସମ୍ମୁଖରେ ସିପିଆଇର ଗଣବିକ୍ଷୋଭ

Sunil Chandra Nayak

ଶିବ ବିବାହ ପାଇଁ ଜୟପାଟଣା ଉତ୍ସବ ମୁଖର

Leave a Comment

error: Content is protected !!