ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏମ ରାମପୁର ବ୍ଳକ ଅଧ୍ୟକ୍ଷା ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥିନୀ ନିର୍ବାଚିତ

ଏମ୍ ରାମପୁର – କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକର ଅଧ୍ୟକ୍ଷା ଭାବେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥିନୀ ମନ୍ଦାକିନୀ ସିଂ ଦେଓ ନିର୍ବାଚିତ ହୋଇଛନ୍ତି।ସେ ୧୪ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ୫ଖଣ୍ଡ ଭୋଟ ପାଇଥିଲେ। ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ବେଳେ ବ୍ଳକ ର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ଵ ଦେବା ସହ ସମସ୍ୟାର ସମାଧାନ କରିବେ ପ୍ରତିକ୍ରିୟା ରଖିଛନ୍ତି।ସେ ନିର୍ବାଚିତ ହେବା ପରେ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ପରେ ଏହି ଅବସରରେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରାଯାଇଥିଲା। ଧୀରେନ୍ ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

କାମାକ୍ଷାନଗରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜନ୍ମାଷ୍ଟମୀ ପାଳିତ: କୁନିକୁନି ପିଲାମାନେରାଧା ଓ କୃଷ୍ଣ ବେଶରେ ହେଲେ ସୁସଜିତ 

Sunil Chandra Nayak

ଅଁଳାଯୋଡି ପଞ୍ଚାୟତକୁ ରାସନ୍ ଆଣିବାକୁ ଯାଇ ଟଳି ପଡିଲେ ମହିଳା ହିତାଧିକାରୀ

ପଶ୍ଚିମ ଓଡିଶା ଦଳିତ ବିକାଶ ପରିଷଦର ନୂଆଖାଇ ଜୁହାର ଭେଟ ଉତ୍ସବ

Sunil Chandra Nayak

Leave a Comment

error: Content is protected !!