ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡା ରେ ଭୁ ବନ୍ଦୋବସ୍ତ କାର୍ଯ୍ୟକ୍ରମ ଉଦଘାଟିତ

ଚିଲିଗୁଡା ( ମ ନି ସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମରେ ଭୁ ବନ୍ଦୋବସ୍ତ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।ଏହି ଅବସରରେ ଧର୍ମଗଡ଼ ଉପଜିଲ୍ଲାପାଳ ବେଦ ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ଭୋ ବନ୍ଦୋବସ୍ତ କାର୍ଯ୍ୟକ୍ରମ କୁ ଉଦଘାଟନ କରି ଏହାର ଶୁଭାରମ୍ଭ କରିଥିଲେ ।ଏଥିରେ ଉପଜିଲ୍ଲାପାଳ ଉପସ୍ଥିତ ଗ୍ରାମର ସମସ୍ତ ଜନସାଧାରଣ ଙ୍କୁ ନିର୍ଭୁଲ ଏବଂ ଠିକ ଭାବରେ ସେଟେଲ ମେଣ୍ଟ କାର୍ଯ୍ୟ କରାଯିବ ବୋଲି ଜନସାଧାରଣ ଙ୍କୁ ଅବଗତ କରାଇଥିଲେ ।ଦୀର୍ଘ ବର୍ଷ ପରେ ଗ୍ରାମରେ ଏହି ଜମି ସମନ୍ଦିୟ କାର୍ଯ୍ୟକ୍ରମ ହେଉଥିବାରୁ ବିଭାଗୀୟ କର୍ମଚାରୀ ଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ତହସିଲଦାର ସୁଭଦୀପ୍ତ। ମହାନ୍ତି ,ମୁଣ୍ଡରା ଗୁଡା ସରପଞ୍ଚ ତାରା ଶଙ୍କର ରାୟଗୁରୁ ,ସମିତି ସଭ୍ୟ ଖଲିଲ ନ ଏକ ,ପ୍ରୋଜେକ୍ଟ ମେନେଜର ଅଶୋକ କୁମାର ଦାସ ,ସତ୍ୟ ନାରାୟଣ ପ୍ରମୁଖ ଉପସ୍ଥିତ ରହି ଥିଲେ ।ଦୀର୍ଘ ବର୍ଷ ପରେ ଗ୍ରାମରେ ଏହି ସେଟେଲ ମେଣ୍ଟ କାର୍ଯ୍ୟକ୍ରମ ହେଉଥିବା ରୁ ଗ୍ରାମ ବାସୀଙ୍କ ମଧ୍ୟରେ ଉତ୍ସ।ହ ଓ ଆଗ୍ରହ ଦେଖିବାକୁ ମିଳିଥିଲା ।ଏହି କାର୍ଯ୍ୟକ୍ରମ ରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ରେ ନୀଳ କଣ୍ଠ ନ।ଏକ ମଞ୍ଚ ପରିଚାଳନା କରିଥିବାବେଳେ ଚିଲିଗୁଡା ଆର ଆଇ ସସ୍ମିତା ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଜନସେବା କେନ୍ଦ୍ରରେ ଗରିବଙ୍କ ଆବାସ ୱାର୍କ ଅର୍ଡର ପାଇବା ପାଇଁ ହିତାଧିକାରୀ ଙ୍କ ଲମ୍ବା ଲାଇନ, ଜଣ ପିଛା ୫୦ ଟଙ୍କା ଆଦାୟ କରି କରୁଛନ୍ତି ଜନସେବା

Sunil Chandra Nayak

ଏନଏମଏମଏସ ପରୀକ୍ଷାରେ ଚଳନା ସ୍କୁଲ ର ୨ ଛାତ୍ରୀଙ୍କ ସଫଳତା 

ତେରେଙ୍ଗାସିଲ ଓ କୋଷାବରା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଓ ଗାର୍ଡଓ୍ବାର୍ଲ ନିର୍ମାଣ ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!