ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣମାଧ୍ୟମ ବ୍ୟକ୍ତିଙ୍କୁ ଆକ୍ରମଣ ନିନ୍ଦନୀୟ

କଟକ : କଟକ ସଦର ୪୨ ମୌଜା ଦଧିବାମନପୁର ଠାରେ ଘଟିଥିବା ମୋ ବସ ଏକ ଯାତ୍ରୀ ସହ ଦୁର୍ଘଟଣା ଓ ଯତ୍ରୀର ମୃତ୍ୟୁ ଘଟିବା ପରି ଅଞ୍ଚଳ ଲୋକେ ଉତ୍ୟକ୍ତ ହୋଇ ମୋ ବସକୁ ଅଟକାଉ ଥିବାବେଳେ ବୈଦୁତିକ ଗଣ ମାଧ୍ୟମ ପ୍ରତିନିଧି ଦୀପକ ଆଚାର୍ଯ୍ୟ ଖବର ସଂଗ୍ରହ କରିଥିବା ସମୟରେ ସାମ୍ୱାଦିକ ଙ୍କ ଉପରେ ଅଯଥା ଆକ୍ରମଣ ନିନ୍ଦନୀୟ । ଏହି ଅମାନବୀୟ ଘଟଣାକୁ ଅତି ଦୁଃଖଦ ଘଟଣା ଓ ଅତି ନୀନ୍ଦନୀୟ,ଏଥିପ୍ରତି ପ୍ରଶାସନ ଦୋଷୀ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଯୁବ ସାମ୍ୱାଦିକ ଚନ୍ଦନ ମହାନ୍ତି ଏବଂ ସାମ୍ୱାଦିକ ମହଲରେ ଦାବୀ ହୋଇଛି।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ବାତ୍ୟା ଆଶ୍ରୟସ୍ଥଳୀ ଠାରେ ମକଡ୍ରିଲ୍ ଅନୁଷ୍ଠିତ 

Sunil Chandra Nayak

ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହ

masiha

ଗୋ ସମ୍ମାନ ଦିବସ ଘୋଷଣା ଦାବିରେ ତହସିଲଦାର ଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!