ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମ.ରାମପୁରରେ ଜଗତର ନାଥ ଜଗନ୍ନାଥଙ୍କ ଦେବସ୍ନାନ

ମ.ରାମପୁର ୦୫/୦୬(ମସୀହା) ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ମହା ସ୍ନାନ ରୀତି ନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ରତ୍ନ ବେଦୀ ରୁ ସ୍ନାନ ବେଦୀ କୁ ଚତୁର୍ଦ୍ଧା ମୂର୍ତ୍ତି କୁ ଅଣାଯାଇ ପୂଜା ଅର୍ଚନା କରି ମହାପ୍ରଭୁ ଙ୍କୁ ମହାସ୍ନାନ କରାଯାଇଥିଲା। ଏଥିରେ କର୍ତ୍ତାଭାବେ ମ.ରାମପୁର ରାଜପରିବାରର ସଦସ୍ୟ ହୀରେନ୍ଦ୍ର ପ୍ରତାପ ସିଂଦେଓ ମୁଖ୍ୟ ପୂଜକ ତ୍ରିଲୋଚନ ଦାସଙ୍କ ସମେତ ପିତାମ୍ବର ତ୍ରିପାଠୀ, ଅଶୋକ ତ୍ରିପାଠୀ, ଯୁଗଳ ପ୍ରହରାଜ,ଶିବ ପ୍ରସାଦ ଶତପଥୀ, ପ୍ରଶାନ୍ତ ସାମନ୍ତରା,ପ୍ରକାଶ ଚନ୍ଦ୍ର ସାହୁ, କେଦାର ମହାରଣା,କୃଷ୍ଣ ଚନ୍ଦ୍ର ସାହୁ, ସହଯୋଗ କରି ଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟl

Related posts

ସୋଲବନ୍ଧ,ଝୁଲେନବର,ବନକାବିହରଗ୍ରାମ ଇଷ୍ଟଦେବୀ ମାଁ ପୁଟୁକୀ ବୁଢୀ ଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

masiha

ରାଇରଙ୍ଗପୁର ପ୍ରସିଦ୍ଧ ୩୩ ତମ ରଥଯାତ୍ରା ପାଇଁ ଜଗନ୍ନାଥ ମନ୍ଦିରରେ ରଥକାଠ ଅନୁକୂଳ

Sunil Chandra Nayak

ରାଇରଙ୍ଗପୁରରେ ମଥୁରାସିନୀ ମା’ଙ୍କ ୧୮ ତମ ବାର୍ଷିକ ପୂଜାତ୍ସୋବ ଧୂମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!