ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମ.ରାମପୁରରେ ଜଗତର ନାଥ ଜଗନ୍ନାଥଙ୍କ ଦେବସ୍ନାନ

ମ.ରାମପୁର ୦୫/୦୬(ମସୀହା) ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ମହା ସ୍ନାନ ରୀତି ନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ରତ୍ନ ବେଦୀ ରୁ ସ୍ନାନ ବେଦୀ କୁ ଚତୁର୍ଦ୍ଧା ମୂର୍ତ୍ତି କୁ ଅଣାଯାଇ ପୂଜା ଅର୍ଚନା କରି ମହାପ୍ରଭୁ ଙ୍କୁ ମହାସ୍ନାନ କରାଯାଇଥିଲା। ଏଥିରେ କର୍ତ୍ତାଭାବେ ମ.ରାମପୁର ରାଜପରିବାରର ସଦସ୍ୟ ହୀରେନ୍ଦ୍ର ପ୍ରତାପ ସିଂଦେଓ ମୁଖ୍ୟ ପୂଜକ ତ୍ରିଲୋଚନ ଦାସଙ୍କ ସମେତ ପିତାମ୍ବର ତ୍ରିପାଠୀ, ଅଶୋକ ତ୍ରିପାଠୀ, ଯୁଗଳ ପ୍ରହରାଜ,ଶିବ ପ୍ରସାଦ ଶତପଥୀ, ପ୍ରଶାନ୍ତ ସାମନ୍ତରା,ପ୍ରକାଶ ଚନ୍ଦ୍ର ସାହୁ, କେଦାର ମହାରଣା,କୃଷ୍ଣ ଚନ୍ଦ୍ର ସାହୁ, ସହଯୋଗ କରି ଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟl

Related posts

159 ତମ ମର୍ଯ୍ୟାଦା ମହୋତ୍ସବର ଭବ୍ୟ ଅୟୋଜନ 

Sunil Chandra Nayak

ମହା ଶିବରାତ୍ରି ଅବସରରେ ଚଳ ଚଞ୍ଚଳ ବିଭିନ୍ନ ଶୈବପୀଠ,ରୁପ୍ରା ଖମ୍ୱପଡା ବିଶେଶ୍ୱର ମହାଦେବଙ୍କ ମନ୍ଦିରରେ ରାତି ୧୦ଟା ରେ ଉଠିଲା ମହାଦୀପ

Sunil Chandra Nayak

ଇସ୍କନ ତରଫରୁ ଜନ୍ମାଷ୍ଟମୀ ମହା ଅଭିଷେକ ଆସନ୍ତା ୨୬ ରେ 

masiha

Leave a Comment

error: Content is protected !!