ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କପିଳlଶ ପୀଠ କୁ ଆସିଲା ଅନୁଗୁଳ ରେ ଗୋଡ଼ ଭଙ୍ଗା ହାତୀ କପିଳାଶ

ଅନୁଗୁଳ ଜିଲ୍ଲାରୁ ଆହତ ହାତୀ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ପହଞ୍ଚିଛି । ସେଠାରେ ତାର ଚିକିତ୍ସା ଆରମ୍ଭ ହୋଇଛି । ଅନୁଗୋଳ ବନଖଣ୍ଡ ବୃତ୍ତି ଗାଁ ଆମ୍ବ ତୋଟାରେ ପଣସ ଖାଇବାକୁ ଯାଇ ଗଛରେ ଫସି ରହିଥିଲା । ହାତୀକୁ ଉଦ୍ଧାର କରାଯାଇ କପିଳାସକୁ ଅଣାଯାଇଛି । ହାତୀଟିର ବାମ ଗୋଡ଼ ଖଣ୍ଡିଆ ହୋଇଛି । 

ରବିବାର ଅପରାହ୍ନରେ ହାତୀଟି ପହଞ୍ଚିବା ପରେ ତାକୁ କାଠରେ ନିର୍ମିତ କ୍ରଲ ରେ ରଖାଯାଇଛି । କଟକର ଏକ ଡାକ୍ତରୀ ଦଳ ଚିକିତ୍ସା ଜାରି ରଖିଛି ।

ଢେଙ୍କାନାଳ ଗଁଦିଆ ବ୍ଲକ ରୁ ତାପସଦାସ ଙ୍କ ରିପୋର୍ଟ ମସିହା ନିଉଜ

 

 

 

Related posts

ଆଂଚଳିକ ସାଧନ କେନ୍ଦ୍ର ସେମଳା ପ୍ରୟାସ ରେ G20 ଜନଭାଗିଦାରୀରେ କାର୍ଯ୍ୟକ୍ରମ l           

ଆସନ୍ତା ୮ ତାରିଖ ରୁ କିନ୍ନର ସଂଘ ର ବହୁଚରା ମାତା ଙ୍କ ଷୋହଳ ପୂଜା

masiha

ପଟ୍ଟାମୁଣ୍ଡାଇ ବ୍ଲକରେ ମିଶନଶକ୍ତି ଋଣ ଫେରସ୍ତ ମହାସମ୍ମିଳନୀ ମେଳା ଅନୁଷ୍ଠିତ

masiha

Leave a Comment

error: Content is protected !!