ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହାନାଗା ଟ୍ରେନ ଦୂର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ପାଇଁ ଜୟ ତେନ୍ତୁଳିଖୁଣ୍ଟି ଗ୍ରୁପ କ୍ୟାଣ୍ଡଲ ଯାତ୍ରା

ତେନ୍ତୁଳିଖୁଣ୍ଟି:- ୦୬/୦୬/୨୩ -ବାଲେଶ୍ୱରର ବାହାନଗା ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦ ଗତି ନିମନ୍ତେ ତେନ୍ତୁଳିଖୁଣ୍ଟି ବ୍ଲକ ଜୟ ତେନ୍ତୁଳିଖୁଣ୍ଟି ଗ୍ରୁପ ତରଫରୁ କ୍ୟାଣ୍ଡଲ ଯାତ୍ରା କରି ଗ୍ରାମ୍ୟ ପରିକ୍ରମା କରିଛନ୍ତି। । ସେହି ଭଳି ସହୀଦ ଲକ୍ଷଣ ନାୟକ ଛକ ଠାରୁ ଦେଶର ବିଭିନ୍ନ ରାଜ୍ୟର ଲୋକ  ପ୍ରାଣ ହରାଇଥିବା ଲୋକଙ୍କୁ ପ୍ରଦୀପ ପ୍ରଜ୍ଵଳନ କରିି ନିରବ ପ୍ରାର୍ଥନା କରିଥିଲେ  ଏବଂ ଅନେକ ଚିକିତ୍ସାଳୟରେ ଚିକିତ୍ସିତ ହୋଉଥିବା ଲୋକଙ୍କୁ ଆରୋଗ୍ୟ କାମନା କରିଥିଲେ ।ଏଥିରେ ଅଖିଳ ଭତରା, ହାନେସ ପାତ୍ର ବାଘ, ପ୍ରଶାନ୍ତ ଶତପଥୀ, ବାରିଜ ପଟ୍ଟନାୟକ, ଟୁଲୁ ଶତପଥୀ, ଉମା କାନ୍ତ ସାହୁ, ରବି ପାଣିଗ୍ରାହୀ, ଚିନୁ ପାତ୍ର, ଟୁନା ଷଡଙ୍ଗୀ ବିକି ପାତ୍ର ସମେତ ଅନେକ ଲୋକ ଉପସ୍ଥିତ ରିହି କେଣ୍ଡେଲ ଜାଲିଥିଲେ ଅମର ଆତ୍ମାର ସଦ୍ଗତି ଓ ଆହତ ଙ୍କ ଅରଗ୍ୟ କାମନା କରିଥିଲେ ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ପରିବାରର ଆର୍ଥିକ ଅନଟନ, ଗରିବୀ ତାକୁ ସଜାଉଛି ଦାଦନ ପୁଣି ଦାଦନ ଯାଇ ଗୁରୁତର ହୋଇ ଘରକୁ ଫେରିଲେ ଦୁଷ୍ମନ୍ତ

masiha

ଅର୍ଦ୍ଧନିର୍ମିତ ବ୍ରୀଜରେ‌ ପଡି ଦୁଇ ଯୁବକ ମୃତ୍ୟୁ ଜଣେ ଗୁରୁତର, ପୂର୍ତ୍ତ ବିଭାଗକୁ ଦାୟୀ କରି ସମାଜସେବୀ ଥାନାରେ କଲେ ଅଭିଯୋଗ

masiha

ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଙ୍କ ୯ମ ଓଡିଶା ଏନସିସି ବାଟାଲିୟନ ଓ ସି ଏସ ଡ଼ି କ୍ୟାଣ୍ଟିନ୍ ଗସ୍ତ

Sunil Chandra Nayak

Leave a Comment

error: Content is protected !!