ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହାନାଗା ଟ୍ରେନ ଦୂର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ପାଇଁ ଜୟ ତେନ୍ତୁଳିଖୁଣ୍ଟି ଗ୍ରୁପ କ୍ୟାଣ୍ଡଲ ଯାତ୍ରା

ତେନ୍ତୁଳିଖୁଣ୍ଟି:- ୦୬/୦୬/୨୩ -ବାଲେଶ୍ୱରର ବାହାନଗା ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦ ଗତି ନିମନ୍ତେ ତେନ୍ତୁଳିଖୁଣ୍ଟି ବ୍ଲକ ଜୟ ତେନ୍ତୁଳିଖୁଣ୍ଟି ଗ୍ରୁପ ତରଫରୁ କ୍ୟାଣ୍ଡଲ ଯାତ୍ରା କରି ଗ୍ରାମ୍ୟ ପରିକ୍ରମା କରିଛନ୍ତି। । ସେହି ଭଳି ସହୀଦ ଲକ୍ଷଣ ନାୟକ ଛକ ଠାରୁ ଦେଶର ବିଭିନ୍ନ ରାଜ୍ୟର ଲୋକ  ପ୍ରାଣ ହରାଇଥିବା ଲୋକଙ୍କୁ ପ୍ରଦୀପ ପ୍ରଜ୍ଵଳନ କରିି ନିରବ ପ୍ରାର୍ଥନା କରିଥିଲେ  ଏବଂ ଅନେକ ଚିକିତ୍ସାଳୟରେ ଚିକିତ୍ସିତ ହୋଉଥିବା ଲୋକଙ୍କୁ ଆରୋଗ୍ୟ କାମନା କରିଥିଲେ ।ଏଥିରେ ଅଖିଳ ଭତରା, ହାନେସ ପାତ୍ର ବାଘ, ପ୍ରଶାନ୍ତ ଶତପଥୀ, ବାରିଜ ପଟ୍ଟନାୟକ, ଟୁଲୁ ଶତପଥୀ, ଉମା କାନ୍ତ ସାହୁ, ରବି ପାଣିଗ୍ରାହୀ, ଚିନୁ ପାତ୍ର, ଟୁନା ଷଡଙ୍ଗୀ ବିକି ପାତ୍ର ସମେତ ଅନେକ ଲୋକ ଉପସ୍ଥିତ ରିହି କେଣ୍ଡେଲ ଜାଲିଥିଲେ ଅମର ଆତ୍ମାର ସଦ୍ଗତି ଓ ଆହତ ଙ୍କ ଅରଗ୍ୟ କାମନା କରିଥିଲେ ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ପ୍ରାକ୍ତନ ଉପବାଚସ୍ପତି ତଥା ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ ବିୟୋଗରେ ଶୋକ 

masiha

ତୁଜୁଙ୍ଗ ଗ୍ରାମ ରେ ୫୬ତମ ଶ୍ରୀରାମଲୀଳା ମହୋତ୍ସବ ତଥା ସୀତା ବିବାହ ସମ୍ପନ୍ନ

Sunil Chandra Nayak

ଡାବୁଗାଁରେ ହିନ୍ଦୁ ନବ ବର୍ଷ ପାଳନ 

masiha

Leave a Comment

error: Content is protected !!