ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନ୍ସ ଜାଲରେ କନିଷ୍ଟ ଯନ୍ତ୍ରୀ ଦେବ ଚନ୍ଦନ ରାଉତ

ନୂଆପଡା// ,ପ୍ରଧାନମନ୍ତ୍ରୀ ଆୱାସ ଘର ର ବିଲ କରିଦେବା ନାଁ ରେ ହିତାଧିକାରୀ ଙ୍କ ପୁଅ ଠାରୁ ୧୦ ହଜାର ଟଙ୍କା ଲାଚଂ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ଖଡିଆଳ ଏନଏସି ର କନିଷ୍ଟ ଯନ୍ତ୍ରୀ ଦେବ ଚନ୍ଦନ ରାଉତ,ଖଡିଆଳ ଏନଏସି ୧୨ ନମ୍ବର ୱାର୍ଡ ର ସୁରୁଜ ରାଉତ ଙ୍କ ନାଁ ରେ ପ୍ରଧାନମନ୍ତ୍ରୀ ଆୱାସ ଘର ମିଲିଥିଲା,ପ୍ରଧାନମନ୍ତ୍ରୀ ଆୱାସ ଘର ର ଶେଷ ବିଲ କରିବା ପାଇଂ ହିତାଧିକାରୀ କନିଷ୍ଟ ଯନ୍ତ୍ରୀ ଙ୍କ ନିକଟ ରେ ବାରମ୍ବାର ନେହୁରା ହୋଇଥିଲା,ହେଲେ ୧୦ ହଜାର ଟଙ୍କା ଦେଲେ ବିଲ କରିଦେବି ବୋଲିକହିଥଲେ,ହିତାଧିକାରୀ ଙ୍କ ପୁଅ ପ୍ରେମାନନ୍ଦ ରାଉତ ଆଜି ଖଡିଆଳ ର ପୁଟୁପଡା ପମ୍ପ ହାଉସ ନିକଟ ରେ ଯନ୍ତ୍ରୀ ରାଉତ କୁ ୧୦ ହଜାର ଟଙ୍କା ଲାଚଂ ଦେଉଥିବାବେଳେ କୋରାପୁଟ ଭିଜିଲାନ୍ସ ଦଳ କନିଷ୍ଟ ଯନ୍ତ୍ରୀ ଦେବ ଚନ୍ଦନ ରାଉତ ଙ୍କୁ ଗିରଫ କରି ଭବାନିପାଟଣା ଭିଜିଲାନ୍ସ କୋର୍ଟ କୁ ଚାଲାଣ କରିଛନ୍ତି l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସାଇକଲ ଷ୍ଟୋର ଉପରେ ଜିଏସ୍ଟି ଚଢ଼ାଉ

masiha

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା! ଶ୍ରୀରାମ ଗ୍ରାମରେ ଜାମୁଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର 

masiha

ନୂଆପଡା ତହସିଲଦାର ଦେବେନ୍ଦ୍ର କୁମାର ରାଉତ ନିଲମ୍ବିତ, ତହସିଲ କାର୍ଯ୍ୟଳୟ ସମ୍ମୁଖରେ ଆତ୍ମାହୁତି ଘଟଣା

Sunil Chandra Nayak

Leave a Comment

error: Content is protected !!