ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦାହାଣ୍ଡି ରେ ରଜ ଝଲକ

ଚନ୍ଦାହାଣ୍ଡି -(ମ ନି ସ )ଉପକୂଳ ବର୍ତ୍ତୀ ଜିଲ୍ଲା ମାନଙ୍କ ରେ ରଜ ପର୍ବ ଧୁମ ଧାମ ରେ ପାଳନ କରାଯାଉଥିବା ବେଳେ, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି l ଏଠାରେ ଯାକ ଯମକରେ ହେଉ ନଥିଲେ ମଧ୍ୟ ଏଠାକାର ଚାଷୀ ମାନେ ପ୍ରଥମ ଦିନରେ ଜମିରେ ହଳ ନ କରି ଗୋଟିଏ ଦିନ ଚାଷ କାର୍ଯ୍ୟରୁ ବିରତ ରହିଥାନ୍ତି l କୁମାରୀ ଝିଅ ମାନେ ବର ଗଛରେ ଦୋଳି ର ମଜା ନେଇଥାନ୍ତି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ନିଟ୍ ଦୁର୍ନୀତି ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶାର ତୃଟି ପୂର୍ଣ ପାଠ୍ୟ ପୁସ୍ତକ ପ୍ରକାଶନ ପାଇଁ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦାବୀ-SFI-DYFI

Sunil Chandra Nayak

ଧର୍ମଗଡ ଜାଗୃତି ଗୃହ-୨ ପରିସରରେ ମିଳିତ ଯୋଗାଭ୍ୟାସ କଲେ ଅନ୍ତେବାସୀ

masiha

ଜିପିଡିପି ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ତିନି ଦିନିଆ ତାଲିମ ଶିବିର 

masiha

Leave a Comment

error: Content is protected !!