ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘର ପୋଡି ସୁବୁକିଛି ପାଉଁଶ ହୋଇଯାଇଛି

କାମାକ୍ଷାନଗର (ମନିସ )13/6/23,ପରଜଙ୍ଗ ବ୍ଲକ ବାରିହାପୁର ଗ୍ରାମରେ ଗତ କାଲି ରାତ୍ରି ୯.୩୦ମିନିଟ ସମୟରେ ଟିକିଲି ବେହେରା ସ୍ଵା ରୋହିତ ବେହେରା ଙ୍କ ରଗ୍ରାମ ବାରିହାପୁର ଗୋବିନ୍ଦପୁର ଶବର ସାହିରେ କୌଣସି କାରଣ ବଶତଃ ଦୁଇ ବଖରା ଝାଟିମାଟି ନଡ଼ା ଛପର ଘରଟି ନିଆଁ ଲାଗିଯିବାରୁ ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ସେହି ସମୟରେ ପରଜଙ୍ଗ ସ୍ଥିତ ଦମକଳ ବାହିନୀକୁ ଖବର ଦେବାରୁ ସଂଗେ ସଂଗେ ପହଞ୍ଚି ଘରଟିକୁ ଲିଭାଇ ତଦନ୍ତ କରିଥିଲେ ଏବଂ ଦୁଇ ବଖରା ଘର ବିଦ୍ୟୁତ ସଟ ସର୍କିଟ ଯୋଗୁଁ ପୋଡ଼ଯାଇଛି ବୋଲି କହିଥିଲେ। ଦୈନିକ ଆବଶ୍ୟକୀୟ ସାମଗ୍ରୀ ପୋଡିନଷ୍ଟ ହୋଇଯାଇଛି ବୋଲି ଟିକିଲି ବେହେରା କହିଥିଲେ।ତେଣୁ ପ୍ରଶାସନିକ ତରଫରୁ ଉକ୍ତ ଗରିବ ପରିବାରକୁ ସହାୟତାଓ ସାହାଯ୍ୟ କରିବାକୁ ଅନୁରୋଧ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତିରିଂ ବ୍ଳକ ବିଜେପି ତରଫରୁ ସନ୍ଥ ଶିରୋମଣି ରବିଦାସଙ୍କ ଜୟନ୍ତୀ ଓ ସମରସିତା ସଙ୍କଳ୍ପ ଅଭିଯାନ

Sunil Chandra Nayak

ବିଭାଗ ଓ ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ

masiha

ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ 

Sunil Chandra Nayak

Leave a Comment

error: Content is protected !!