ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘର ପୋଡି ସୁବୁକିଛି ପାଉଁଶ ହୋଇଯାଇଛି

କାମାକ୍ଷାନଗର (ମନିସ )13/6/23,ପରଜଙ୍ଗ ବ୍ଲକ ବାରିହାପୁର ଗ୍ରାମରେ ଗତ କାଲି ରାତ୍ରି ୯.୩୦ମିନିଟ ସମୟରେ ଟିକିଲି ବେହେରା ସ୍ଵା ରୋହିତ ବେହେରା ଙ୍କ ରଗ୍ରାମ ବାରିହାପୁର ଗୋବିନ୍ଦପୁର ଶବର ସାହିରେ କୌଣସି କାରଣ ବଶତଃ ଦୁଇ ବଖରା ଝାଟିମାଟି ନଡ଼ା ଛପର ଘରଟି ନିଆଁ ଲାଗିଯିବାରୁ ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ସେହି ସମୟରେ ପରଜଙ୍ଗ ସ୍ଥିତ ଦମକଳ ବାହିନୀକୁ ଖବର ଦେବାରୁ ସଂଗେ ସଂଗେ ପହଞ୍ଚି ଘରଟିକୁ ଲିଭାଇ ତଦନ୍ତ କରିଥିଲେ ଏବଂ ଦୁଇ ବଖରା ଘର ବିଦ୍ୟୁତ ସଟ ସର୍କିଟ ଯୋଗୁଁ ପୋଡ଼ଯାଇଛି ବୋଲି କହିଥିଲେ। ଦୈନିକ ଆବଶ୍ୟକୀୟ ସାମଗ୍ରୀ ପୋଡିନଷ୍ଟ ହୋଇଯାଇଛି ବୋଲି ଟିକିଲି ବେହେରା କହିଥିଲେ।ତେଣୁ ପ୍ରଶାସନିକ ତରଫରୁ ଉକ୍ତ ଗରିବ ପରିବାରକୁ ସହାୟତାଓ ସାହାଯ୍ୟ କରିବାକୁ ଅନୁରୋଧ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୪୨ ତମ ବାର୍ଷିକ ଉତ୍ସବ 

Sunil Chandra Nayak

ଗ୍ରାମୀଣ ମହିଳା ଓ ଯୁବତୀଙ୍କ ସ୍ୱାବଲମ୍ବନ ପାଇଁ ଆଗେଇ ଆସିଲା Operation AGAPE Skill Development Center

Sunil Chandra Nayak

ପହଲଗାମ ଆତଙ୍କବାଦୀ ଆକ୍ରମଣ କୁ ନେଇ କ୍ୟାଣ୍ଡେଲ ଶୋଭାଯାତ୍ରା ଓ କୁଶ ପୁତ୍ତଳିକା ଦାହ 

masiha

Leave a Comment

error: Content is protected !!