ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରିମଦଭଗବତ କଥା ଞାନଯଞ ପାଇ କଳସ ଯାତ୍ରା

ଶ୍ରିମଦଭଗବତ କଥା ଞାନଯଞ ପାଇ କଳସ ଯାତ୍ରା

 ନର୍ଲା , ମସିହା (ଦିପକ ଠାକୁର) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ରେ ହେବାକୁ ଯାଉଥିବା ଶ୍ରିମଦଭଗବତ କଥା ଞାନଯଞ ଯାହା କି ଆଜି ଠୁ ଆରମ୍ଭ ହୋଇ 08 ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଞାନଯଞ ପାଇ ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ଶତାଧିକ ମହିଳା ଭକ୍ତମାନେ ରୁପ୍ରାରୋଡ ନିକଟସ୍ଥ ବଲବସପୁର ପୋଖରୀରୁ ପାଣି ଆଣି କଳସ ଯାତ୍ରା ମହା ସମାରୋହରେ ସମ୍ପନ୍ନ କରିଛନ୍ତି । ଏହି ଭଗବତ କଥା ଞାନଯଞଟି ଉତରାଖଣ୍ଡର ପରମ ପୂଜ୍ୟ ଜଗତଗୁରୁ ରାମାନୁଜାଚାଯ୍ୟ ସ୍ୱାମୀ କ୍ରୁଷ୍ନାଚାଯ୍ୟ ଜୀ ମହାରାଜା ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ହୋଉଥିବା ବେଳେ ପରମପୂଜ୍ୟ ସ୍ୱାମୀ ଗୋପାଲାଚାଯ୍ୟ ଜୀ ମହାରାଜ କଥା ପାଠ କରିବେ । କରତା ରୂପେ ଦେବେନ୍ଦ୍ର ଖେତାନ ଓ ତାଙ୍କ ଧର୍ମ ପତ୍ନୀ ଲକ୍ଷ୍ମୀ ଖେତାନ କାଯ୍ୟ ତୁଲାଇଥିଲେ ।ପୂଜକ ବଲ୍ଲଭ ଜୀ ମହାରାଜ ପୂଜା କାର୍ଯ୍ୟ ତୁଲାଇଥିଲେ ।ଏହି ଶ୍ରିମଦଭଗବତ ଞାନଯଞଟି ଖେତାନ ପରିବାର ଦ୍ୱାରା ଆୟୋଜନ କରାଯାଇଥିଲା ।ପାଖ ଆଖ ଅଞ୍ଚଳର ଶ୍ରଧାଳୁ ଓ ଜନସାଧାରଣ ସହଯୋଗ କରିଥିଲେ ।

Related posts

ବହଳଦା ବ୍ଳକରେ ସାମୂହିକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ର ଚତୁର୍ଥ ସାଧାରଣ ବୈଠକ

masiha

ଜାତୀୟ ଆଇନ୍ ସେବା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!