ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଃଖିନୀ ନିସ୍ତୃଙ୍କା ହେଲେ ମୁନିଗୁଡା ବ୍ଳକ ଅଧ୍ଯକ୍ଷା

ରାୟଗଡା:୧୨/୩- ମି.ନି.ସ:- ଶରଧାପୁର ସମିତି ସଭ୍ଯା ଦୁଃଖିନୀ  ନିସ୍ତ୍ରୁଙ୍କା ନିଦ୍ବର୍ନ୍ଦରେ ବ୍ଳକ ଅଧ୍ଯକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବ୍ଳକର ସମସ୍ତ ୧୭ ଜଣ ସମିତି ସଭ୍ଯ ସଭ୍ଯା ଶ୍ରୀମତୀ ନିଷ୍ଟ୍ରୁଙ୍କା  ଙ୍କୁ ସମର୍ଥନ ଦେଇଥିବାରୁ ସେ ନିଦ୍ବର୍ନ୍ଦରେ ବିଜୟୀ ହୋଇଛନ୍ତି। ଏହି ବିଜୟ ପରେ ଦୁଃଖିନୀ ନୃଣ୍ତୃକା ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କୁ ସାଥିରେ ନେଇ ମୁନିଗୁଡା ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି କରିବାକୁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ।

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ପ୍ରାକ୍ ମୌସୁମୀ ବର୍ଷା ଫଳରେ ନର୍ଲାବ୍ଲକ ଅଞ୍ଚଳରେ ଖରିଫ ଫସଲ ପାଇଁ କ୍ଷେତ୍ର ପ୍ରସ୍ତୁତିରେ ଚାଷୀ କୁଳ ଚଳଚଞ୍ଚଳ

Sunil Chandra Nayak

ମମତା ଶତପଥୀ ଙ୍କ କବିତା ଚା ପିଆଲାରେ ଝଡ

Sunil Chandra Nayak

ବନ ବିଭାଗ ପକ୍ଷରୁ କେଲାପଡା ସରଂକ୍ଷିତ ଜଙ୍ଗଲ ରେ ବାଉଁଶ ଚାରା ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!