ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଡ଼ ଦିନ ଉପଲକ୍ଷେ ଇମାନୁଏଲ୍ ମିନିଷ୍ଟ୍ରୀ ପକ୍ଷରୁ ଅସହାୟ ଙ୍କୁ କମ୍ବଳ ବଣ୍ଟନ

ଧର୍ମଗଡ:୧୩/୧୨/୨୨: ଧର୍ମଗଡ ସହର ରେ ଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଇମାନୁଏଲ ମିନୀଷ୍ଟ୍ରି ଇଣ୍ଡିଆ ପକ୍ଷ ରୁ ବଡ ଦିନ ଅବ୍ୟାହତ ପୂର୍ବ ରୁ ଅସହାୟ ଙ୍କୁ କମ୍ବଳ ବଣ୍ଟନ କରଯାଇଛି । ଅନୁଷ୍ଠାନ ପରିସର ରେ ପରିଚାଳକ ଧନୀରମ୍ ତାଣ୍ଡି,ପତ୍ନୀ ସୁନ୍ଦରୀ ବାଲି ତାଣ୍ଡି ଉପସ୍ଥିତ ରହି ଧର୍ମଗଡ ତଥା ଆଖପାଖ ଅଞ୍ଚଳ ର ପ୍ରାୟ ଚାରିଶହ ରୁ ଉର୍ଦ୍ଧ ଅସହାୟ ଗରିବ ବୃଦ୍ଧ ଓ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ପ୍ରତିବର୍ଷ ବଡ ଦିନ ପାଳନ ଅବସର ରେ ଇମାନୁଏଲ ମୀନିଷ୍ଟ୍ରି ଇଣ୍ଡିଆ ଅନୁଷ୍ଠାନ ପକ୍ଷରୁ ଜନ ସେବା ଉଦେଶ୍ୟ ରେ କମ୍ବଳ ତଥା ଶୀତ ବସ୍ତ୍ର ବଣ୍ଟନ କରା ଯାଇ ଆସୁଛି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଶିକ୍ଷକ ନିଯୁକ୍ତି ଦାବିରେ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଧାରଣା

Sunil Chandra Nayak

ମଣ୍ଡେଇ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବିଜୁ ଜନତା ଦଳର ଜନ ସଂର୍ପକ ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!