ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଣ୍ଠେଶ୍ବର ହେଲେ କାଶିପୁର ବ୍ଳକ ଅଧ୍ଯକ୍ଷ

ରାୟଗଡା: ୧୨/୩- ମ,ନି,ସ:- ରାୟଗଡା ଜିଲ୍ଲା କାଶିପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ କଣ୍ଠେଶ୍ବର ମାଝୀ ନିର୍ବାଚିତ ହୋଇଛନ୍ତି। ବିଜେଡି ସମର୍ଥିତ କଣ୍ଠେଶ୍ବର ମାଝୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ପାତଡି ମାଝୀଙ୍କ ଠାରୁ ଅଧିକ ୪ ଖଣ୍ତ ଭୋଟ ପାଇ ବିଜୟୀ ହୋଇଛନ୍ତି। କାଶିପୁର ବ୍ଳକର ସମସ୍ତ ୨୪ ଟି ପଞ୍ଚାୟତ ନବ ନିର୍ବାଚିତ ସମିତି ସଭ୍ଯ ସଭ୍ଯା ଭୋଟ ଦେଇଥିଲ। ୨ ଖଣ୍ତ ଭୋଟ ନାଚ ହୋଇଥିବା ବେଳେ ପାତଡି ମାଝୀ ଙ୍କୁ ୯ ଖଣ୍ତ ଭୋଟ ଏବଂ କଣ୍ଠେଶ୍ବର ମାଝୀ ୧୩ ଖଣ୍ତ ଭୋଟ ପାଇଥିଲେ। ଟିକିରି ପଞ୍ଚାୟତ ହରିଦାସ ପୁର ଗ୍ରାମର କଣ୍ଠେଶ୍ବର ମାଝୀ ବ୍ଳକ ଅଧ୍ଯକ୍ଷ ଭାବେ ନିର୍ବାଚିତ ହେବାପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତାର ସୁହ ଛୁଟିବାରେ ଲାଗିଛି

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ଜଳ,ଜମି ଓ ଜଙ୍ଗଲ ଆଦିବାସୀ ଙ୍କ ଅଧିକାର…

କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୨ ପାଳିତ

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଶୁଭେନ୍ଦୁ କୁମାର ଦାସ ଙ୍କ କବିତା ମଣିଷ

Sunil Chandra Nayak

Leave a Comment

error: Content is protected !!