ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାଇବର ଠକେଇ ର ଶିକାର

ଭୁବନ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତମାନର ବିଜେପି ଢେଙ୍କାନାଳ ଲୋକସଭା ପ୍ରବାସ ଯୋଜନା ସଂଯୋଜକ ପ୍ରେମାନନ୍ଦ ଜେନା ଙ୍କ ପୁଅ ସାଇବର ଠକେଇ ର ଶିକାର ହୋଇଥିବା ଭୁବନ ଥାନାରେ ଅଭିଯୋଗ

ଭୁବନ ଏରିଆ ରେ ଉତୁପାତ ଅଭିଯୋଗ ଅନୁଯାୟୀ ଗଡ଼ନୃସିଂହ ପ୍ରସାଦ ଗ୍ରାମର ପ୍ରେମାନନ୍ଦ ଜେନା ଙ୍କ ପୁଅ ପ୍ରିତମ କୁମାର ଜେନା ଙ୍କ ବ୍ୟାଙ୍କ ଖାତା ରୁ ୧ ଲକ୍ଷ ୮୧ ହଜାର ଟଙ୍କା ତାମିଲନାଡୁ ର ଜନୈକ ବ୍ୟକ୍ତି ଠକେଇ କରିଥିବା ଅଭିଯୋଗ ରେ ଦର୍ଶଯାଇଛି ।

ଢେଙ୍କାନାଳ ଭୁବନ ରୁ ତାପସଦାସ ଙ୍କ ରିପୋର୍ଟ ମସିହା ନିଉଜ

Related posts

ରାଜନୈତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ମରଣାତ୍ମକ ଆକ୍ରମଣ: ଛଅ ଆହତ

Sunil Chandra Nayak

ବୁଡାଗୁଡ଼ା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ: ଅଭିଯୋଗର ଚାରିଦିନ ମଧ୍ୟରେ ଚାରିଜଣ ଅଭିଯୁକ୍ତ ଗିରଫ

ଦୌରା ଜଜ୍ ଙ୍କ ଘରେ ଚୋରୀ

masiha

Leave a Comment

error: Content is protected !!