ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାଇବର ଠକେଇ ର ଶିକାର

ଭୁବନ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତମାନର ବିଜେପି ଢେଙ୍କାନାଳ ଲୋକସଭା ପ୍ରବାସ ଯୋଜନା ସଂଯୋଜକ ପ୍ରେମାନନ୍ଦ ଜେନା ଙ୍କ ପୁଅ ସାଇବର ଠକେଇ ର ଶିକାର ହୋଇଥିବା ଭୁବନ ଥାନାରେ ଅଭିଯୋଗ

ଭୁବନ ଏରିଆ ରେ ଉତୁପାତ ଅଭିଯୋଗ ଅନୁଯାୟୀ ଗଡ଼ନୃସିଂହ ପ୍ରସାଦ ଗ୍ରାମର ପ୍ରେମାନନ୍ଦ ଜେନା ଙ୍କ ପୁଅ ପ୍ରିତମ କୁମାର ଜେନା ଙ୍କ ବ୍ୟାଙ୍କ ଖାତା ରୁ ୧ ଲକ୍ଷ ୮୧ ହଜାର ଟଙ୍କା ତାମିଲନାଡୁ ର ଜନୈକ ବ୍ୟକ୍ତି ଠକେଇ କରିଥିବା ଅଭିଯୋଗ ରେ ଦର୍ଶଯାଇଛି ।

ଢେଙ୍କାନାଳ ଭୁବନ ରୁ ତାପସଦାସ ଙ୍କ ରିପୋର୍ଟ ମସିହା ନିଉଜ

Related posts

ବ୍ୟାଙ୍କ ଆସିଷ୍ଟାଣ୍ଟଙ୍କ ଅଫିସ୍ ସମେତ ୪ଟି ଜାଗାରେ ଏକକାଳୀନ ଭିଜିଲାନ୍ସ ଚଢଉ

Sunil Chandra Nayak

ଖୁଲମ୍ ଖୁଲା ପେଟି ପେଟି ଚାଲାଣ ହେଉଛି ବିଦେଶୀ ମଦ , ପୋଲିସ,ଅବକାରୀ ବିଭାଗ ନିରବ

Sunil Chandra Nayak

ଡକାୟତି ଉଦ୍ୟମ ପଣ୍ଡ : ରାଉରକେଲା ପୋଲିସ୍ ଦ୍ବାରା ୫ ଅଭିଯୁକ୍ତ ଗିରଫ ଓ ଅସ୍ତ୍ରଶସ୍ତ୍ର ଜବତ

Sunil Chandra Nayak

Leave a Comment

error: Content is protected !!