ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋରନ୍ଦା ରେ ରଜ ମହୋତ୍ସବ ପାଳିତ କଲେ ସରପଞ୍ଚ ଆରତୀ ନାୟକ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦା ପଞ୍ଚାୟତ ରେ ପାଳିତ ହୋଇଛି ରଜ ମହୋତ୍ସବ। ଏକ ବିଭିନ୍ନ ମୋଡ଼ ଓ ଆଡlମ୍ବର ସହିତ ପାଳିତ ହୋଇଯାଇଛି,। ଏହାକୁ ଶୁଭ ମହୁରତ କଲେ ରୀନା ରାଣୀ ଖଟୁଆ ଙ୍କ ସହ ବିଜେଡି ର ସମସ୍ତ ମେମ୍ବର ଏହାକୁ ଉପଭୋଗ କଲେ ଯୋରନ୍ଦା ବାସି ରଜ ମଉଜର ମହୋତ୍ସବ। ଏହି ମହୋତ୍ସବ ୨ ବର୍ଷ ହେବ ଧୂମଧାମ ସହ ପାଳିତ ହୋଇଛି, ଏଥିରେ ବ୍ଲକର ଖୋଦ ଚେୟାର ମ୍ୟାନ ରୀନାରlଣୀ ଖଟୁଆ ଙ୍କ ସହ ଯୋରନ୍ଦା ପଞ୍ଚାୟତ ର ସରପଞ୍ଚ ଆରତୀ ନାୟକ ଙ୍କ ଯୋଗୁ ଏହା ଏକ ୨ ରୁ ତିନିବର୍ଷ ହେବ ପାଳିତ ହୋଇଆସୁଛି, ଏହା ଯୋରନ୍ଦା ବାସୀଙ୍କ ପାଇଁ ଶୁଭେଚ୍ଛା ମହୋତ୍ସବ।

ଢେଙ୍କାନାଳ ଗଁଦିଆ ରୁ ତାପସଦାସ ଙ୍କ ରିପୋର୍ଟ ମସିହା ନିଉଜ

Related posts

ବଣିଜରାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ

Sunil Chandra Nayak

ରାୟଗଡା ଜ଼ିଲ୍ଲାପାଳ ଙ୍କ ବଡନାଳା ଜଲ ଭଣ୍ଡାର ପରିଦର୍ଶନ 

masiha

ଆଧାର କାର୍ଡରେ ତ୍ରୁଟି ଯୋଗୁଁ ବାଧକ ଶିକ୍ଷା

Sunil Chandra Nayak

Leave a Comment

error: Content is protected !!