ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜହ୍ନ ରାତି

                      ଜହ୍ନରାତି

    *ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

 

॥ ଜହ୍ନରାତି ର କବିତା…

 ଦେହ ଭର୍ତ୍ତି…ମନ ଭର୍ତ୍ତି…॥

 

୨୯) ମନ ଗଛ ର ଶାଖା ରେ 

      ଭର୍ତ୍ତି ହୁଏ ଅନେକ କାକଳି ରେ!

 

୩୦)ଦେଖିବା ରେ ମନା ନାଇଁ-ହଜିବା ରେ ମନା ନାଇଁ

 ଯୈାବନ ଗାଁ ରେ ବୁଲିବା କାହାକୁ ଯେ ମନା ନାଇଁ !

________

କୋଲନରା,ରାୟଗଡ଼ା ଜିଲ୍ଲା

Related posts

ବ୍ଲକ ଚେୟାରମେନଙ୍କ ସିର୍ଜାପାଲି ଓ ବେଲଖଣ୍ଡି ପଞ୍ଚାୟତ ଗସ୍ତ

ଟିଟିଲାଗଡ଼ର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର, ଡ଼ିଆଟନଠାରେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ 

Sunil Chandra Nayak

ରୁପ୍ରାରୋଡ ସରସ୍ୱତୀ ଶିଶୁ ମନ୍ଦିରର ପରିଚାଳନା କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!