ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳରେ ଘନ ଘନ ବିଦ୍ୟୁତ କାଟ ହେଉଥିବାବେଳେ TPCODLକୌଣସି ଅଫିସର ଏ ବାବଦରେ ନା ଶୁଣୁଛନ୍ତି ନା ଫୋନ ଉଠାଉଛନ୍ତି

ଢେଙ୍କାନାଳ ବିଜେପିର TPCODL କୁ ଚେତାବନୀ ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ଢେଙ୍କାନାଳ ଦ୍ୱାରା ସ୍ଥାନୀୟ କଥାଗଡା ଠାରେ ଉପସ୍ଥିତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କର ଅଫିସ ଘେରାଉ କରି ତାଲା ପକାଗଲା | କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜ଼ିଲ୍ଲା ବିଜେପିର ନେତୃତ୍ୱଙ୍କ ଦ୍ୱାରା ତାଗିଦ କଲା ପରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି କି ଏହାର ଉଚ୍ଚାସ୍ତରୀୟ ବୈଠକ କରି ଯଥାଶୀଘ୍ର ଏହାର ସମାଧାନ କରିଯିବ |

ଖୁବକମ ଦିନ ମଧ୍ୟରେ ଯଦି ଏହାର ସମାଧାନ କରା ନ ଯାଏ ତେବେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଢେଙ୍କାନାଳ ବିଜେପି ଦ୍ୱାରା କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଚେତାବନୀ ଦେଇ ଆନ୍ଦୋଳନରୁ ଓହରି ଥିଲା|

ଢେଙ୍କାନାଳସଦର ରୁ ତାପସଦାସଙ୍କ ରିପୋର୍ଟ ମସିହା ନିଉଜ

Related posts

ଭଗବାନ ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ଗୌରପୂର୍ଣ୍ଣିମା ମହା ଆଡମ୍ବରରେ ପାଳିତ

masiha

ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲଗେଇବାକୁ ଦାବି

masiha

କଳାହାଣ୍ଡିରୁ ଜାତୀୟ ସଫଳତା, ଆଇସିଏସଏସଆର ଫେଲୋଶିପ୍ ପାଇଲେ ନାରାୟଣ ଚୌଧୁରୀ 

Sunil Chandra Nayak

Leave a Comment

error: Content is protected !!