ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩ମାସ ବଦଳ ରେ ୨ମାସ ଚାଉଳ ବଣ୍ଟନ ମାମଲା ରେ ଏମ୍ ଆଇ ଫସିବା ସହିତ, ପିଇଓ ଓ ଯୋଗାଣ ସହାୟକ ଙ୍କୁ ବି ଫସାଇଦେଲେ। ହିତାଧିକାରୀ ନିଜ ହକ ଚାଉଳ ପାଇବେ କେବେ?

ତେନ୍ତୁଳିଖୁଣ୍ଟି ୧୯/୦୬/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କାମତା କଂଗ୍ରା କଣ୍ଟାଗାଁ ପୁଜାରୀଗୁଡ଼ା ଦିଗି ଗ୍ରାମ ପଞ୍ଚାୟତ ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁଯାୟୀ ହିତାଧିକାରୀ ଙ୍କୁ ପ୍ରତି ମାସରେ ଚାଉଳ ନ ଦେଇ, ଏକା ସାଙ୍ଗ ରେ ୩ମାସର ଚାଉଳ ବଣ୍ଟନ କରାଯିବ କହି ୨ମାସ ର ଚାଉଳ ବଣ୍ଟନ କୁ ନେଇ, ତେନ୍ତୁଳିଖୁଣ୍ଟି ବ୍ଲକ୍ ଚାଉଳ ବଣ୍ଟନ ଅନିୟମିତତା ପାଣି ପାଗ ଗ୍ରୀଷ୍ମ ପ୍ରବାହ ରେ ରେ ଉଠୁଛି ପଡୁଛି। ବାରମ୍ବାର ଖବର ପ୍ରସାରଣ ପରେ ଦୁର୍ନୀତି ର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ଗତ ଜୁନ ୧୪ ରେ କାମତା ସଦର ମହକୁମା ହିତାଧିକାରୀ ଙ୍କୁ ଚାଉଳ ବଣ୍ଟନ ବେଳେ ଏକ କିଲୋ ଚାଉଳ କାଟିବା କୁ ନେଇ ବିବାଦ ମୁଣ୍ଡ ଟୁଙ୍ଗାରି ବାକୁ ଆରମ୍ଭ କରିଥିଲା ।ଏହା ପରେ ପରେ ଗୋଟିଏ ପରେ ଗୋଟିଏ ଗ୍ରାମ ପଞ୍ଚାୟତ ର ଅନିୟମିତତା ର ପେଢି ଖୋଲିବା ଆରମ୍ଭ ହୋଇଯାଇଛି। ପୂଜାରୀଗୁଡ଼ା ଗ୍ରାମ ପଞ୍ଚାୟତ ରେ ଆଭ୍ୟନ୍ତରୀଣ ଗ୍ରାମ ରେ ଚାଉଳ ବଣ୍ଟନ ନ କରି ରାସ୍ତା ପାର୍ଶ୍ଵ ରେ ଥିବା ଗ୍ରାମ ଗୁଡ଼ିକୁ ୩ମାସର ଚାଉଳ ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅଭିଯୋଗ ହେବା ପରେ ୨ମାସର ଚାଉଳ ଦେଇ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଗୁଡ଼ିକ କୁ ମାନ ଭଞ୍ଜନ କରିଥିବା ଜଣା ପଡିଛି।କଂଗ୍ରା ଗ୍ରାମ ପଞ୍ଚାୟତ ରେ ୨ ମାସର ଚାଉଳ ବଣ୍ଟନ ହୋଇଛି। ସେହିପରି ଦିଗି କଣ୍ଟାଗାଁ ଓ ଅଞ୍ଚଳଗୁମ୍ମା ଗ୍ରାମ ପଞ୍ଚାୟତ ରେ କ୍ରିଷ୍ଣା ଏସ ଏଚ ଜି ମଧ୍ୟ ୨ମାସର ଚାଉଳ ବଣ୍ଟନ କରିଛି।ହେଲେ ଗୋଟିଏ ମାସର ଚାଉଳ ଉଭାନ ହୋଇ ଗଲା କିଭଳି। ଯେତେ ବେଳେ ଏହା ଖବର ପ୍ରକାଶ ପାଇବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାକୁ ଆରମ୍ଭ ହୋଇଯାଇଛି। ସବୁ ଠାରୁ ବଡ କଥା ହେଲା ବ୍ଲକ୍ ଏମ୍ ଆଇ ରୋହିତ ମାଝୀ ବ୍ଲକ୍ ର ୧୫ଟି ଗ୍ରାମ ପଞ୍ଚାୟତ ରେ ଚଳିତ ମାସ ୮ ତାରିଖରେ ଚାଉଳ ବଣ୍ଟନ ହୋଇଛି ବୋଲି ସୁନା ପିଲା ଭଳି ମିଛ କୁ ସତ ବୋଲି ଉପର ଅଧିକାରୀ ଙ୍କୁ ଅବଗତ କରିଥିଲେ। ଷ୍ଟକ୍ ରେଜିଷ୍ଟସନ୍ ରେ କୌଣସି ପଞ୍ଚାୟତ ରେ ବଳକା ଆଉ ନାହି ସବୁ ପଞ୍ଚାୟତ ରେ ୩ ମାସ ଅର୍ଥାତ୍ ଏପ୍ରିଲ ମେ ଜୁନ୍ ମାସର ଚାଉଳ ବଣ୍ଟନ ସରିଗଲା ବୋଲି ରିପୋର୍ଟ ଦେଇଥିଲେ। ଏବେ କାରଣ ଦର୍ଶା ଅ ନୋଟିସ କାହା ସ୍ୱାର୍ଥରେ ? ତିନି ମାସର ରସିଦ କାଟି ଦୁଇ ମାସର ଚାଉଳ ପାଇଛନ୍ତି ଯେଉଁ ସବୁ ପଂଚାୟତ ରେ ସେଠାରେ ହିତାଧିକାରୀ କେବେ ଗୋଟିଏ ମାସର ଚାଉଳ ପାଇବେ? 

ବର୍ତ୍ତମାନ ଦିନକୁ ଦିନ ଖବର ପ୍ରକାଶ ପାଇବା ପରେ ନିଜେ ନିଜକୁ ବଞ୍ଚିବାକୁ କଣ୍ଟାଗାଁ ପୂଜାରୀଗୁଡ଼ା ଦିଗି କାମତା ଗ୍ରାମ ର ଯୋଗାଣ ସହାୟକ ଓ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ପତ୍ର ସଂଖ୍ୟା ୧୫୦୯/୨୦୨୩ ୧୭ଜୁନ ରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ସେହି ଭଳି ଅଞ୍ଚଳଗୁମ୍ମା ଗ୍ରାମ ପଞ୍ଚାୟତ ର କ୍ରିଷ୍ଣା ଏସ ଏଚ ଜି କୁ ମଧ୍ୟ ନ ଜାରୀ କରୁଛନ୍ତି।ସେ ତାଙ୍କ ପତ୍ର ରେ ଦର୍ଶାଇ ଛନ୍ତି କି ଏପ୍ରିଲ୍ ମେ ଜୁନ୍ ମାସ ଅର୍ଥାତ୍ ୩ମାସର ଚାଉଳ ଦିଆ ଯାଉଥିବା ବେଳେ ତୁମେ କାହିଁକି ୨ମାସର ଚାଉଳ ହିତାଧୀକାରୀ ଙ୍କୁ ଦେଲ। ଯୋଗାଣ ସହାୟକ ୨୦୧୬ ପିଡ଼ିଏସ ନିୟମ ଭଙ୍ଗ, କରୁଥିବାରୁ କାହିଁକି ଆପଣ ମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାୁନୁଷ୍ଠାନ ଗ୍ରହଣ କରା ନ ଯିବ। ଏହାର ଉତ୍ତର ୩ଦିନ ମଧ୍ୟରେ ପିଡିଏସ ବଣ୍ଟନ ପଞ୍ଜିକରଣ ଖାତା ସହିତ ଦେବାକୁୁ ନିର୍ଦ୍ଦେଶ ଜାରୀ କରିଛନ୍ତି। ଏହାର ଅବିକଳ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ପତ୍ର ସଂଖ୍ୟା ୧୫୧୦/୨୦୨୩ ତା ୧୭ ଜୁନ୍ ରେ ଅବଗତ କରିଥିବା ଜଣା ପଡିଛି। ଯେତେବେଳେ ବିପ୍ପଣୀ ନିରୀକ୍ଷକ ନିଜ ରିପୋର୍ଟ ରେ ଚାଉଳ ବଂଟମ ସରିଛି ସୂଚାଇ ଥିଲେ କାରଣ ଦର୍ଶାଅ ନୋଟିସ କେଉଭଳି ଦେଲେ? 

ସୂଚନା ଥାଉକି କାମତା ଓ ପୂଜାରୀଗୁଡ଼ା ଗ୍ରାମ ପଞ୍ଚାୟତ ରେ ଚାଉଳ ନ ଥିବା ବେଳେ ରାତା ରାତି ଚାଉଳ ଆଣି ବାଣ୍ଟିବା ପରେ ଏ ଚାଉଳ କେଉ ଠାରେ ଗୁପ୍ତ ଥିଲା ବୋଲି ପଞ୍ଚାୟତ ବାସି ଅଭିଯୋଗ କରିଛନ୍ତି। ଆଜି କାମତା ଗ୍ରାମ ପଞ୍ଚାୟତ ରେ ୨୨କ୍ୟୁଣ୍ଟାଲ ୭୪ କିଲୋ ବଣ୍ଟନ ହୋଇଥିବା ବେଳେ କାମତା ଗ୍ରାମ ପଞ୍ଚାୟତ ନାଏବ କପିଳାସ ମାଝୀ,ଓ ବଡ ତାରାଗୁଡ଼ା ଓ କୁସମି ୱାର୍ଡ ମେମ୍ବର ନରସିଂହ ଗୌଡ଼ ଉପସ୍ଥିତ ଥିଲେ । ଚାଉଳ ବଣ୍ଟନ କୁ ନେଇ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ମୋହନ ଗୌଡ କହିଛନ୍ତି କି ଭୁଲ ରେ ଖାତା ନ ଦେଖି ୪୦ କ୍ୟୁଣ୍ଟାଲ ଆଉ ଆବଶ୍ୟକ ବୋଲି କହୁଥିବା କହିଛନ୍ତି। କିନ୍ତୁ ପ୍ରକୃତ ରେ ୨୨ କ୍ୟୁଣ୍ଟାଲ ୭୪କିଲୋ ହିଁ ଆବଶ୍ୟକ ଥିଲା ବୋଲି ସୂଚନା ଦେଇଛନ୍ତି।ହେଲେ ପ୍ରଶ୍ନ ଉଠୁଛି ଏବେ, କଣ୍ଟାଗାଁ ଅଞ୍ଚଳଗୁମ୍ମା ଦିଗି କଂଗ୍ରା ପୂଜାରୀଗୁଡ଼ା ରେ ଆଉ କେବେ ଗୋଟିଏ ମାସର ବଣ୍ଟନ କରାଯିବ। ଏମାନଙ୍କ କଳା କାରନାମା ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଟି ଉନ୍ନୟନ ଅଧିକାରୀ ଭଲ ଭାବେ ଅବଗତ ହେଲେଣି ନା ନାହି। ପୁଣି ବିଡ଼ିଓ ଙ୍କୁ ଜୁନ୍ ୮ରେ ୧୫ଟି ପଞ୍ଚାୟତ ରେ ଚାଉଳ ବଣ୍ଟନ ହୋଇଛି ବୋଲି ଏମ୍ ଆଇ ଅବଗତ କରିଛନ୍ତି କି ନାହିଁ। ଏହାର ରହସ୍ୟ ଖୋଲିଲେ ସବୁ ରହସ୍ୟ ଖୋଲିଯିବ ବୋଲି ଚର୍ଚ୍ଚା ଚାଲିଛି।ଏମାନଙ୍କ ବିରୁଦ୍ଧରେ ବିଡ଼ିଓ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଉପ ଜିଲ୍ଲାପାଳ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ କେବେ ପତ୍ର ଲେଖିବେ ନା ଏଭଳି କଳା କାରନାମା କୁ ଆଶ୍ରୟ ଦେବେ ଆଗାମୀ ଦିନରେ ତେନ୍ତୁଳିଖୁଣ୍ଟି ବାସି ଦେଖିବାକୁ ବାକି ରହିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ତୃତୀୟ ଦିନରେ ଶିକ୍ଷକ ଙ୍କ ଗଣ ଧାରଣା:- ସବୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ତାଲା; ଭୟ ନୁହେଁ ନ୍ୟାୟ ଦିଅ

masiha

ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ବୃନ୍ଦାବାହାଲ ଠାରେ ବାର୍ଷିକ ମହୋତ୍ସବ ପାଳିତ

Sunil Chandra Nayak

ଲୋକାର୍ପିତ ହେଲା ତେନ୍ତୁଳିଖୁଣ୍ଟି ବ୍ଲକ ର ପାଞ୍ଚଟି 5ଟି ଉଚ୍ଚ ବିଦ୍ୟାଳୟ : କିନ୍ତୁ କେଉଁଠି ବି ନିର୍ମାଣ ସମ୍ପୂର୍ଣ୍ଣ ହୋଇନି  

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort