ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୌର ନର୍ବାଚନ ପାଇଁ ଅଧିକାରୀ ଙ୍କୁ ତାଲିମ୍ ପ୍ରଦାନ

ରାୟଗଡ଼ା – ପୌର ନିର୍ବାଚନ ସୁଚାର ଭାବେ ପରିଚାଳନା କରିବା ନିମନ୍ତେ। ଜିଲ୍ଲାର ବ୍ଲକ କନଫରେନ୍ସ ହଲରେ ପୋଲିଂ ଅଧିକାରୀଙ୍କ ତାଲିମ ପ୍ରଦାନ କରାଯାଉଛି। ତା ୧୫/୦୩ ଓ ୧୬/୦୩ ରିଖ ଦୁଇ ଦିନ ଧରି ଏହି ପୋଲିଂ ଅଧିକାରୀଙ୍କ ତାଲିମ ପ୍ରଦାନ କାର୍ଯକର୍ମ କରାଯିବ। ଆଜି ତା ୧୫/୦୩ ରିଖରୁ ଏହି ପୋଲିଂ ଅଧିକାରୀଙ୍କ ତାଲିମ ପ୍ରଦାନ କାର୍ଯ୍ୟକର୍ମର ସୁଭା ଆରମ୍ଭ ହୋଇ ଯାଇଛି । ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ଫୁଫଗାଁ ରେ ଦଣ୍ଡପଟିଆଣି ଦେବୀ ଙ୍କ ଦଶହରା, ସାଂସ୍କୃତିକ କାର୍ଯ୍ୟକ୍ରମରେ ରେକର୍ଡ ଡ଼୍ୟାନ୍ସ ଅନୁଷ୍ଠିତ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ଶହେରୁ ଉର୍ଦ୍ଧ୍ବ ବିଜେଡି କର୍ମୀ କଂଗ୍ରେସ ଦଳରେ ସାମିଲ

Sunil Chandra Nayak

ପାୟଲ ର ରଥ ସଜାସଜି ପ୍ରତିଯୋଗିତା ସଂପନ୍ନ

Sunil Chandra Nayak

Leave a Comment

error: Content is protected !!