ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାସୀ ଗାଁ ପଞ୍ଚାୟତ ରେ ଭତ୍ତା ବାଣ୍ଟିଲେ ବିଧାୟକ

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସୀ ଗାଁ ପଞ୍ଚାୟତ କାର୍ଯ୍ୟଳୟ ସଭା ଗୃହ ଠାରେ ଆଜି ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବାର୍ଦ୍ଧକ୍ୟ ଭତ୍ତା ,ବିଧବା ଓ ବିକଳାଙ୍ଗ ମାନଙ୍କୁ ନୂତନ ଭତ୍ତା ପ୍ରଦାନ କରିଥିଲେ ।ଏହି ଅବସରରେ ଦାସୀ ଗାଁ ସରପଞ୍ଚ ପ୍ରମୋଦିନି ପ୍ରହରାଜଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧକ୍ଷ। ସୁଧିରା ମେହେର ,ବ୍ଲକ ଅଧକ୍ଷା ସବିତା ମେହେର ,ଉପାଧକ୍ଷ ପ୍ରମୋଦ କୁମାର ବେହେରା ,ବି ,ଡି, ଓ ଦେବାଶିଷ କର ,ବି ଏ ସ ଏ ସ ଓ ତୁଷାର ରଞ୍ଜନ ସାହୁ ,ସମିତି ସଭ୍ୟ ସୌମେନ୍ଦ୍ର ପ୍ରକାଶ ମୁଣ୍ଡ ,ନ।ଏ ବ ସରପଞ୍ଚ କବିତା ପ୍ରହରାଜ ,ପି ଇ ଓ ଗଜାନନ ନ।ଏକ ,ପ୍ରକାଶ ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ୬୭ ଜଣଙ୍କୁ ଭତ୍ତା ପ୍ରଦାନ କରିଥିଲେ । ଯୋଗାଣ ସହାୟକ ଡବଲ କିଶୋର ନିଆଲ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ଜି ଆର ଏ ସ ବିରେନ୍ଦ୍ର ନ।ଏକ ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ସାୟମ୍ବର ବାଗ ,ହେମନ୍ତ ,ଭୁବନ ପ୍ରହରାଜ ତଥା ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟ। ସହଯୋଗ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ରୋଟାରୀ କ୍ଳବ୍ ରାଉରକେଲା ରିଭରସାଇଡ୍ ର ପ୍ରୌଢ଼ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ

Sunil Chandra Nayak

ଉତ୍ସାହ ଓ ଉଦ୍ଦୀପନାର ପ୍ରତୀକ ହେଉଛି ‘ପ୍ରାରମ୍ଭ’

masiha

୫୪ ବର୍ଷରେ ଲଙ୍କେଶ୍ୱରୀ କ୍ଲବ ପୂଜା ମଣ୍ଡପ, ମନମୋହୁଛି ଅକ୍ଷରଧାମ ତୋରଣ,ଭିଡ ଜମୁଛି ବିଭିନ୍ନ ପୂଜା ମଣ୍ଡପରେ

masiha

Leave a Comment

error: Content is protected !!