ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ମାଝୀ ଗୌରୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟନ

ବନ୍ଧୁଗାଁ ତା,୨୩/୬/୨୩, // ଆଜି ବନ୍ଧୁଗାଁ ବ୍ଲକର ତହସିଲ କାର୍ଯ୍ୟଳୟ ସାମ୍ନା ଖେଳ ପଡିଆ ଠାରେ ମା ମାଝୀ ଗୌରୀ କ୍ରିକେଟ ଟୁର୍ନାମେଣ୍ଟ ଖେଳ ଶୁଭ ଉଦ୍ଘାଟନ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବରେ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଶ୍ରୀ କୈଳାସ ଚନ୍ଦ୍ର କୁଲେସିକା ଉପସ୍ଥିତ ରହି ନଡ଼ିଆ ମାରି ପ୍ରଥମ ଦିନର ଦୁଇଦଳ ମେଚ କାନା ଗାଁ ଏମ. ଓ ଏମ. ଷ୍ଟୋନ କ୍ରୋସର ଟିମର ଦୁଇ ଦଳର ଖେଳାନିଙ୍କୁ ପ୍ରଥମ ଦିନର ମେଚର ସୁଭ ଉଦ୍ଘାଟନ ଭଲରେ ଖେଳ ଖେଳି ନିଜର କଳାକୁ ପ୍ରଦର୍ଶନ କରିବେ ବୋଲି ଶ୍ରୀ କୁଲେସିକା କହିଥିଲେ I ଆଜିର ପ୍ରଥମ ମେଚରେ ଏମ.ଏମ. ଓ. ଷ୍ଟୋନ କ୍ରୋସର ଦଳ ପ୍ରଥମେ ବେଟିଙ୍ଗ କରି ୧୫ ଓଭରରେ ୧୨୮ କରି ପାଞ୍ଚ ଉଇକେଟ ଘଟିଥିଲା I କାନାଗାଁ ଦଳ ଉକ୍ତ ୧୨୯ ରନର ବିଜୟର ଲକ୍ଷକୁ ନେଇ ଖେଳ ଆରମ୍ଭ କରି ଶେଷରେ କାନାଗାଁ ଦଳ ମୋଟ ବିନିମୟରେ.୮୫ ରନ କରିବାରେ ସକ୍ଷମ ହୋଇଥିଲେ I ଏଥିରେ ପ୍ରଥମ ଦଳ ଭାବରେ ଏମ. ଓ ଏମ. ଦଳ 43 ରନର ବିଜୟ ହାସଲ କରିଥିଲେ I ଏମ. ଓ ଏମ.ଦଳର ସୁନିଲ ନାମକ ଖେଳାଳୀ ମେନ ଅଫ ଦା ମେଚ ବିବେଚିତ ହୋଇଛନ୍ତି I ଆଜିର ଉଦ୍ଘାଟନ କାର୍ଯ୍ୟକ୍ରମରେ ବନ୍ଧୁଗାଁ ବ୍ଲକର ବ୍ଲକ ବିଜେଡି ସଭାପତି ବାଳାନାଗ, ବିଧାୟକ ପ୍ରତିନିଧି ରବିନ୍ଦ୍ର ଦେବରପୋଲି,ପୂର୍ବତନ ବିଜେଡି ସଭାପତି ଏସ. ନାଗା, ବ୍ଲକ ବିଜେଡି ଯୁବ ସଭାପତି କାନୁ ଚରଣ ବେବରା, ମନୋଜ ନାୟକ, ଏମ. ଓ. ଏମ. ଦଳର କାଢିନାୟକ ମନୋଜ ସିଂଘ,ବ୍ଲକ ସମ୍ଫାଦକ ଅଭିମନ୍ୟୁ ଭାଣ୍ଡି,ଓ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ସି ପି ଏମ ପ୍ରିମିୟମ ଲିଗ୍ ଫାଇନାଲ ମ୍ୟାଚ ଅନୁଷ୍ଠିତ 

Sunil Chandra Nayak

ଜେକେ ପେପର୍ ଲିମିଟେଡ୍ ର ୟୁନିଟ୍ ସ୍ତରୀୟ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ

Sunil Chandra Nayak

ସ୍ୱର୍ଣ୍ଣଲତା-ଗୋଲକବିହାରୀ ମେମୋରିଆଲ କ୍ରିକେଟ୍ କପ୍‌-୨୦୨୩ ଉଦ୍‌ଯାପିତ

Sunil Chandra Nayak

Leave a Comment

error: Content is protected !!