ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଲଙ୍କେଶ୍ୱରୀଙ୍କ ଦର୍ଶନ କଲେ ପୂର୍ବତନ ବିରୋଧୀଦଲ ନେତା ପ୍ରଦୀପ ନାଏକ

ଜୁନାଗଡ଼,୨୪/୬(ମ ନି ସ)ଦୀର୍ଘ ୨୬ ମାସ ପରେ ନିଜ ଜନ୍ମମାଟିକୁ ଆସି ମା ଲଙ୍କେଶ୍ୱରୀଙ୍କ ଦର୍ଶନ କଲେ ପୁର୍ବତନ ବିରୋଧ ଦଳ ନେତା ପ୍ରଦୀପ ନାଏକ।ଦୀର୍ଘ ଦିନ ଧରି କୋରନା ରେ ଆକ୍ରାନ୍ତ ହୋଇ ଗୁରୁଗ୍ରାମରେ ଚିକିତ୍ସିତ ହେଉଥିଲେ।ସୁସ୍ଥ ହେବାପରେ ଓଡିଶାକୁ ଫେରି ବିଜେପି ଅଧକ୍ଷ୍ୟ ଜେପି ନଡ୍ଡା ଙ୍କ ଭବାନୀପାଟଣା କାର୍ଯ୍ୟକ୍ରମରେ ଯୋଗଦେଇ ଶନିବାର ନିଜ ଜନ୍ମ ମାଟି ଜୁନାଗଡ଼ରେ ପହଞ୍ଚିଥିଲା।ସେଠାରେ ପରିବାର ଲୋକଙ୍କୁ ଭେଟି ସୁଖଦୁଃଖ ହୋଇ ସନ୍ଧ୍ୟାର ମା ଲଙ୍କେଶ୍ୱରୀ ମନ୍ଦିର ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ।ଦୀର୍ଘ ଦିନ ପରେ ଶ୍ରୀ ନଏକଙ୍କ ନିଜ ଅଞ୍ଚଳ ଗସ୍ତ କରି ଥିବାରୁ ଦଳୀୟ କର୍ମୀ ଓ ପରିଜନ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।ତାଙ୍କ ସହ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ ,ସତ୍ୟନାରାୟଣ ପଣ୍ଡା, ହୃଦାନନ୍ଦ ପୁଝାରୀ ଏବଂ ଅନେକ ଦଳୀୟ କର୍ମୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

NAC ଘୋଷଣା ରେ ବିଞ୍ଝାରପୁର କୁ ବାଦ ଦେଇଥିବା କୁ ନେଇ  ବିଜେଡି ପକ୍ଷରୁ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନେତୃତ୍ଵରେ ଗଣବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

ସାଇନିଙ୍ଗ ୱାଲ୍ଡ ସ୍କୁଲ ର ବାର୍ଷିୋତ୍ସବ ଅନୁଷ୍ଠିତ

masiha

ବିପଦସଙ୍କୁଳ ଗୃହରେ ଚାଲିଛି ରାଇରଙ୍ଗପୁର ଉପନିୟୋଜନ କାର୍ଯ୍ୟାଳୟ

Sunil Chandra Nayak

Leave a Comment

error: Content is protected !!