ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅସହାୟ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ସହାୟତା

ଲାଞ୍ଜିଗଡ଼-ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋପାଳପୁର ଗାଁର ଜଣେ ଅସହାୟ ବ୍ୟକ୍ତି ନକୁଳ ଗଉଡ଼ଙ୍କ ଆଜି ହଠାତ୍ ପରଲୋକ ଘଟିଛି ! ତାଙ୍କର ବିୟୋଗରେ ପରିବାର ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି ! ଏପରିକି ତାଙ୍କ ରୋଗୀଣା ପତ୍ନୀ ଓ ଗୋଟିଏ ବୋଲି ପୁଅ ତଥା ତାଙ୍କ ପରିବାର ଅସହାୟ ହୋଇ ପଡ଼ିଥିବାବେଳେ ଯୁବ ସମାଜସେବୀ ସୁଶୀଲ କୁମାର ବାଗଙ୍କ ଉଦ୍ୟମ କ୍ରମେ ଗୋବର୍ଦ୍ଧନପୁର ପଞ୍ଚାୟତ କର୍ତ୍ତ୍ରୁପକ୍ଷଙ୍କ ତରଫରୁ ମ୍ରୁତକଙ୍କ ପରିବାରବର୍ଗଙ୍କୁ ହରିଶ୍ଚନ୍ଦ୍ର ଯୋଜନାରୁ ତୁରନ୍ତ ସହାୟତା ପ୍ରଦାନ କରାଯାଇଛି ! ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ରୁଷ୍ଣଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ସହାୟକ କମଳ ମାଝୀ, ଯୁବ ସମାଜସେବୀ ଶ୍ରୀ ବାଗ ଓ ନୀଲେଶ କୁମାର ପାଢ଼ୀ ପ୍ରମୁଖ ମ୍ରୁତକଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଏଇ ସହାୟତା ରାଶି ପ୍ରଦାନ କରିଥିଲେ ! ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ପ୍ରକାଶ କୁମାର ମିଶ୍ର ଙ୍କ କବିତା ହେରାପଞ୍ଚମୀ

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଗଛ ଲଗାଇବା କାହା ପାଇଁ

ନର୍ଲା ରେ ମିଶନ ଶକ୍ତି ଋଣ ମେଳା: ଯୋଗ ଦେଲେ ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!