ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅସହାୟ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ସହାୟତା

ଲାଞ୍ଜିଗଡ଼-ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋପାଳପୁର ଗାଁର ଜଣେ ଅସହାୟ ବ୍ୟକ୍ତି ନକୁଳ ଗଉଡ଼ଙ୍କ ଆଜି ହଠାତ୍ ପରଲୋକ ଘଟିଛି ! ତାଙ୍କର ବିୟୋଗରେ ପରିବାର ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି ! ଏପରିକି ତାଙ୍କ ରୋଗୀଣା ପତ୍ନୀ ଓ ଗୋଟିଏ ବୋଲି ପୁଅ ତଥା ତାଙ୍କ ପରିବାର ଅସହାୟ ହୋଇ ପଡ଼ିଥିବାବେଳେ ଯୁବ ସମାଜସେବୀ ସୁଶୀଲ କୁମାର ବାଗଙ୍କ ଉଦ୍ୟମ କ୍ରମେ ଗୋବର୍ଦ୍ଧନପୁର ପଞ୍ଚାୟତ କର୍ତ୍ତ୍ରୁପକ୍ଷଙ୍କ ତରଫରୁ ମ୍ରୁତକଙ୍କ ପରିବାରବର୍ଗଙ୍କୁ ହରିଶ୍ଚନ୍ଦ୍ର ଯୋଜନାରୁ ତୁରନ୍ତ ସହାୟତା ପ୍ରଦାନ କରାଯାଇଛି ! ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ରୁଷ୍ଣଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ସହାୟକ କମଳ ମାଝୀ, ଯୁବ ସମାଜସେବୀ ଶ୍ରୀ ବାଗ ଓ ନୀଲେଶ କୁମାର ପାଢ଼ୀ ପ୍ରମୁଖ ମ୍ରୁତକଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଏଇ ସହାୟତା ରାଶି ପ୍ରଦାନ କରିଥିଲେ ! ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ମୟୂରଭଂଜ – ମୋଦୀଜୀଙ୍କ ୮ ବର୍ଷ ସେବା, ସୁଶାସନ ଓ ଗରୀବ କଲ୍ୟାଣ ପର୍ବ ଉପଲକ୍ଷେ ପଶ୍ଚିମ ମୟୂରଭଞ୍ଜ ବିଜେପିର ଖବରଦାତା ସମ୍ମିଳନୀ

ରୋଟାରୀ କ୍ଲବ ଅଫ ରାଇରଙ୍ଗପୁର ରୟାଲର ୬ଷ୍ଠ ପ୍ରତିଷ୍ଠା ଦିବସ

Sunil Chandra Nayak

ଜିଆରଏସଙ୍କ ବିରୋଧରେ ସରପଞ୍ଚ ଦେଇଥିବା ଅଭିଯୋଗ ମିଥ୍ୟା ନେଇ ବିଡ଼ିଓଙ୍କ ଦ୍ୱାରସ୍ତ ହେଲେ ମାଝୀଗୁଡା ସମିତି ସହ ୱାର୍ଡ ସଭ୍ୟା ସଭ୍ୟ

Sunil Chandra Nayak

Leave a Comment

error: Content is protected !!