ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରଣ୍ୟକ ବାରିକ୍ ସଂଘର କର୍ମ କର୍ତ୍ତା ଚୟନ

ନର୍ଲା: (ମସିହା)ନର୍ଲା ବ୍ଳକ୍ ଅଧିନସ୍ଥ ଭାନପୁର ପଞ୍ଚାୟତ ନିକଟସ୍ଥ ବାଲିପଡ଼ାବଜାର ଗୃହ ଠାରେ ନର୍ଲା ଆଞ୍ଚଳିକ ଆରଣ୍ୟକ ବାରିକ୍ ସମାଜ ବୈଠକ ସହ ନୂତନ କର୍ମ କର୍ତ୍ତା ଚୟନ କରାଯାଇଛି । ଉକ୍ତ ବୈଠକରେ ବୈଜେଷ୍ଠା ବୃନ୍ଦାବନ ବାରିକ୍ ଙ୍କ ସଭାପତିତ୍ବ ରେ ନୂତନ କମିଟି ଚୟନ କରାଯାଇଥିଲା। ସର୍ବ ସମ୍ମତି କ୍ରମେ ସଭାପତି ରୂପେ ପ୍ରହ୍ଲାଦ ବାରିକ୍ , ସମ୍ପାଦକ ଡିଙ୍ଗର ବାରିକ୍ ଉପସଭାପତି ରୁପେ ଇନ୍ଦ୍ର ବାରିକ୍ , ଯୁଗ୍ମ ସମ୍ପାଦକ ରୁପେ ଭବାନୀ ବାରିକ, କୋଷାଧ୍ୟକ୍ଷ ଭାବେ ଲୋକନାଥ ବାରିକ ଙ୍କୁ ମନୋନୀତ କରିଥିଲେ। ଉକ୍ତ ବୈଠକରେ ସମାଜର ସାମାଜିକତା ଆର୍ଥିକ ଓ ଉନ୍ନତି ସକାଶେ ବିଶେଷ ଆଲୋଚନା କରାଯାଇଥିଲା। ଇଷ୍ଟ ଦେବୀ ସମଲେଇ, ପାଟେଣେଶ୍ୱରୀଙ୍କ ପାଖରେ ପୁଜା ଅର୍ଚ୍ଚନା କରି ଆଶିର୍ବାଦ ଭିକ୍ଷା କରିଥିଲେ ଉକ୍ତ ବୈଠକରେ ଶହେ ରୁ ଉର୍ଦ୍ଧ ବାରିକ ଭାଇ ମନେ ଉପସ୍ଥିତ ଥିଲେ ।

ନର୍ଲାରୁ ଦୀପକ ଠାକୁରଙ୍କ ରିପୋର୍ଟ

Related posts

ରାଉରକେଲାରେ ବିଶ୍ବ ରେଡକ୍ରସ ଦିବସ ପାଳିତ 

ପିଇଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୱାର୍ଡମେମ୍ବରଙ୍କ ଧାରଣା

masiha

ରେଲୱେ ସମସ୍ୟା ଉପରେ ରାଜ୍ୟସଭା ସାଂସଦ ଙ୍କ ଦାବୀ ପ୍ରସଙ୍ଗ – କାର୍ଯ୍ୟକାରିତା ରିପୋର୍ଟ ଦେଲେ ପୂର୍ବତଟ ରେଳ ମହାପ୍ରବନ୍ଧକ

Sunil Chandra Nayak

Leave a Comment

error: Content is protected !!